Browsing Tag

subarnapur news

ମାୟାବର୍ହା ହାଇସ୍କୁଲରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) :ସୁବର୍ଣ୍ଣପୁର ଜିଲ୍ଲା ଡୁ୍ଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ
Read More...

ଗୋମାତାଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଲା ଶିବସେନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିବସେନା ଦଳ ପକ୍ଷରୁ ଗୋମାତାଙ୍କୁ ରାଜ୍ୟ ମାତା ଭାବରେ ଘୋଷଣା କରି ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ
Read More...

ସୋନପୁର ବ୍ଳକ ପକ୍ଷରୁ ଭୀମଭୋଇ ଖଲିଆପାଲି ଠାରେ ସ୍ୱଚ୍ଛତା ଅଭିଯାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ଦେବାଳୟ ଓ ଐତିହ୍ୟସ୍ଥଳୀ ଗୁଡିକର ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇଙ୍କ ସମାଧି ପୀଠ ମହିମା ଖଲିଆପାଲି ଠାରେ ସାମୁହିକ ସଫେଇ ଅଭିଯାନ
Read More...

ଜିଲ୍ଲା ପିସିପିଏନଡିଟି ଉପଦେଷ୍ଠା କମିଟି ବୈଠକ ଅନୁଷ୍ଠିତ

ଭୃଣ ହତ୍ୟା ସୂଚନା ଦେଲେ ମିଳିବ ୨୫ ହଜାର ପୁରସ୍କାର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ପିସିପିଏନଡିଟି ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ
Read More...

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ପାଇଁ ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧ୍ୟକ୍ଷ ତଥା ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ସୋନପୁର ପଞ୍ଚାୟତ
Read More...

ହଜାର ହଜାର ବୋତଲ କଫ ସିରଫ ଜବତ : ୨ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଲକ୍ଷ ଲକ୍ଷ ଟଙ୍କାର ହଜାର ହଜାର ବୋତଲ କଫ ସିରଫ ଜବତ । ଭୁବନେଶ୍ଵରରୁ ବଲାଙ୍ଗିର ଜିଲ୍ଲାକୁ ଅଭିନବ ଉପାୟରେ ହେଉଥିଲା ବିପୁଳ ପରିମାଣର କଫ ସିରଫ ଚୋରା ଚାଲାଣ । କୌଣସି ସୂତ୍ରରୁ ସୂଚନା ପାଇ ସୁବର୍ଣ୍ଣପୁର ପୋଲିସ ତତ୍ପର ହୋଇ ଉଠିଥିଲା । ଏସ୍‌ପି
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଓଡ଼ିଆ ପକ୍ଷ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ୱରୀଙ୍କ ପୀଠରୁ ସକାଳ
Read More...

ନଭେମ୍ବର ସୁଦ୍ଧା ଶେଷ ହେବ ହାଇଟେକ ସର୍ଭେ ଓ ବନ୍ଦୋବସ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୀର୍ଘଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାବାସୀ ଚାହିଁ ରହିଥିବା ଅପେକ୍ଷାର ହେବ ଅନ୍ତ । ପୂର୍ବ ସରକାର ସମୟରୁ ଜମିପଟ୍ଟା ନ ପାଇ ଦୀର୍ଘ ବର୍ଷ ହେବ ସୁବର୍ଣ୍ଣପୁର ଜିଲ୍ଲାବାସୀ ନୟାନ୍ତ ହେଲେଣି । ଏନେଇ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ରାଜସ୍ୱ ବିଭାଗକୁ
Read More...

ଜନଗଣନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ହରଡଖୋଲ ଠାରେ ଜନଗଣନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଗଣନା ଅଧିକାରୀ ବିକ୍ରମ କୁମାର ନନ୍ଦଙ୍କ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଡିଏମ୍ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ
Read More...

ଓଡ଼ିଆ ପକ୍ଷ ଅବସରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ପଞ୍ଚାୟତ ସମିତି କାର୍ଯ୍ରାଳୟ, ସୋନପୁର ପରିସର ଠାରୁ ଏକ "ଓଡ଼ିଆ ଭାଷାରେ ନାମଫଳକ ଲେଖା ଅଭିଯାନ -ସଚେତନତା ପଦଯାତ୍ରା" ଆରମ୍ଭ ହୋଇ ସୋନପୁର
Read More...