Browsing Tag

subarnapur news

ପ୍ରଥମ ପର୍ଯ୍ୟାୟରେ ସୋନପୁର ମୁନିସିପାଲିଟି ୪ଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୦୮/୦୬/୨୧ ଓ ତା ୦୯/୦୬/୨୧ରେ ସୋନପୁର ମୁନିସିପାଲିଟିର ୪ଗୋଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ର ଯଥା -ସଂସ୍କୃତି ଭବନ, (୨ଟି କେନ୍ଦ୍ର ), ମଙ୍ଗଳା ବଜାର ନିକଟସ୍ଥ
Read More...

ସଚେତନତା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମାଁ ମାହେଶ୍ୱରୀ ସେନାର ସ୍ୱେଚ୍ଛାସେବୀ ସୁରେଶ ଚନ୍ଦ୍ର କମ୍ପ ତରଫରୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗ୍ରାମରେ କରୋନା ମହାମାରୀ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ଏଥିରେ ଲକ୍ଷ୍ମଣ ପତ୍ର, ଶମ୍ଭୁ ପ୍ରସାଦ
Read More...

ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଏହି ମହାମାରୀ କରୋନା ବେଳାରେ ଲକଡାଉନର ସୁଯୋଗ ନେଇ ମଦ ବେପାରୀମାନେ ଖୁଲମଖୁଲ୍ଲା ଦେଶୀ ମଦ ବିକ୍ରୀ କରୁଛନ୍ତି । ତେବେ ଅବକାରୀ ବିଭାଗ ସହିତ ଏନଫୋରସମେଣ୍ଟ ଏଣ୍ଡ ଇନଟେଲିଜେନସ୍ ବ୍ୟୁରୋ ସମ୍ବଲପୁରର କର୍ମଚାରୀମାନଙ୍କ ସହିତ ମାଜିଷ୍ଟ୍ରେଟ ଭାବେ ସଦର
Read More...

୩ରୁ ୮ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ୨୮ଟି ଟୀକାକରଣ କେନ୍ଦ୍ରରେ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୮୪ଦିନ ସମ୍ପୂର୍ଣ୍ଣ ହୋଇ ସାରିଥିବ ସେହି ହିତାଧିକାରୀଙ୍କୁ ତା
Read More...

ଜିଲ୍ଲାରେ ବୁଲିଲା ସଚେତନତା ରଥ : କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ୱେଛାସେବୀ ଅନୁଷ୍ଠାନ ଏକସନଏଡ଼ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଗ୍ରାମ୍ୟଞ୍ଚଳରେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ କୋଭିଡ ସଚେତନତା
Read More...

ଗାଁକୁ ଗାଁ ବୁଲି କରୋନା ସଚେତନ କଲେ ସିୟା ପରିବାର ଏବଂ ଗାଁ କଲ୍ୟାଣ ସମିତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୟା ପରିବାର ଏବଂ ଗାଁ କଲ୍ୟାଣ ସମିତିର ମିଳିତ ଆନୁକୁଲ୍ୟରେ ଖଣ୍ଡହତା, ପିତାମହୁଳ, ମୁରଶୁଣ୍ଢି ଏବଂ ଲୁତୁରପଙ୍ଗ ପଞ୍ଚାୟତର ବିଭିନ୍ନ ଗାଁକୁ ଗାଁ ବୁଲି କରୋନା ସଚେତନ କରାଯାଇଥିବା
Read More...

କୋଭିଡ ସମ୍ୱନ୍ଧୀୟ ଚିକିତ୍ସା ଓ ପରାମର୍ଶ ପାଇଁ ବିଶେଷ ପଦକ୍ଷେପ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ ସମୟରେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ନିମନ୍ତେ ବିଶେଷ ପଦକ୍ଷେପ ସ୍ୱରୂପ 'ଡକ୍ଟର ଅନ କଲ'ର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଜନସାଧାରଣଙ୍କୁ ସୁବିଧାରେ ଓ
Read More...

ସୁବର୍ଣ୍ଣପୁର ଜିଲ୍ଲାର ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୮୪ଦିନ ସମ୍ପୂର୍ଣ୍ଣ ହୋଇ ସାରିଥିବ ସେହି ହିତାଧିକାରୀଙ୍କୁ ତା
Read More...

ନମ୍ବର ବିହୀନ ହୁଣ୍ଡାଇ କାର୍‌ ଭିତରୁ ଏକ କ୍ୱିଣ୍ଟାଲ ଗଂଜେଇ ସହ ଗାଡି ଜବତ କଲା ପୁଲିସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନମ୍ବର ବିହୀନ ହୁଣ୍ଡାଇ କାର ଭିତରୁ ଏକ କ୍ୱିଣ୍ଟାଲ ଗଞ୍ଜାଇ ସହ ଗାଡି ଜବତ କରିଛି ପୁଲିସ ବୋଲି ଖବର ମଳିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ବିଟ୍‌ ହାଉସ ଆଗ ଟୋଲଗେଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ବର ବିହୀନ
Read More...

ଅନ୍ଧ ବିଶ୍ୱାସ : ଗୁଣିଆ କଥାରେ ପଡି ମୃତ ଶିଶୁ ସନ୍ତାନ ବଞ୍ଚିଯିବ ବୋଲି ଭାବୁଛି ମା’

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଲାଣି ଏବେ ବି ଆଧୁନିକ ସମାଜରେ ଅନ୍ଧ ବିଶ୍ୱାସ ଲୋକଙ୍କ ମନରେ ରହିଛି । ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୦ ମାସିଆ ପୁଅର ମୃତ୍ୟୁ ୧୮ ଘଣ୍ଟାରୁ ଅଧିକ ସମୟ
Read More...