୧୫ ଲକ୍ଷ ଲୁଟ ଅଭିଯୋଗ : ୫ ଲୁଟେରା ଗିରଫ
ସମ୍ବଲପୁର : ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିରେ ୧୫ ଲକ୍ଷ ଛଡାଇ ନେଇଥିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ କୁମାର ଦାସ, ଏ. ଅଜୟ, ଏ. କିରନ, ଦୀପକ କୁମାର ସାହୁ, ବି. ନଗିତା ଦାସ ବୋଲି ଜଣାପହିଛି । ସମସ୍ତ ଅଭିଯୁକ୍ତ ଗଂଜାମ ଜିଲ୍ଲାର ବୋଲି!-->…
Read More...
Read More...