ଆଗଲପୁର ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କ୍ୱିଜ୍ ପ୍ରତିଯୋଗିତା
ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ସାଲେଭଟାଠାରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କ୍ୱିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କୃଷ୍ଣ ପ୍ରସାଦ ସ୍ମାରକୀ ନୋଡାଲ ବାଳିକା ବିଦ୍ୟାଳୟ ସ୍ମାର୍ଟ ରୁମ୍ରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର!-->…
Read More...
Read More...