Browsing Tag

salebhata news

ଆଗଲପୁର ବ୍ଲକର ୧୫ଟି ଗ୍ରାମରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର ସି.ଡି.ପି.ଓ ଶୁଭଶ୍ରୀ ମିଶ୍ର, ଗୋଷ୍ଠୀ ଉନ୍ନୟନ ମହାପାତ୍ର କୁଲଦୀପ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରତାପ ସୁନା, ସୁପରଭାଇଜ୍‌ର ଦୁଲାରି ଧରୁଆ, ଡୁଡୁକା ପଦ୍ମିନୀ ପାତ୍ର, ପ୍ରଫୁଲ୍ଲ
Read More...

ସାଲେଭଟାରେ ସମ୍ବିଧାନ ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟାଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଡୁଙ୍ଗୁରିପାଲିରୁ ଆସିଥିବା ଡଃ. ଭିମରାଓ ଆମ୍ବଦକରଙ୍କ ସମ୍ବିଧାନ ପୁସ୍ତକକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ଚଣ୍ଡୀ ମନ୍ଦିର
Read More...

ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୦୫୨ ଜଣ ରୋଗୀଙ୍କୁ ସାଲେଭଟାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବରିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୋାପø ଜୟନ୍ତୀ ସମାରାହ ଉପଲକ୍ଷେ ଏହା ଅନୁଷ୍ଠିତ ହୋଇଥିଲା । ବିକାଶ ମଲଟି ହସପିଟାଲର ମେଡିସିନ୍‌,
Read More...

୧୨ ହଜାର୍ ପ୍ରତିଯୋଗିଙ୍କୁ ପଛରେ ପକେଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ଚିଚିଣ୍ଡା ବରଗଡର ସୁମି ମେହେର

ସାଲେଭଟା, (କେପିଏନ୍‌ଏସ୍‌) : ଏଆର୍ ମିଡିଆରେ ହେଉଥିବା କୋଶଳ ସୁନ୍ଦରୀ ଆୱାଡ ୨୦୨୪ ବର୍ଷ ୦୪ର ଫଳାଫଳ ପ୍ରକାଶିତ ହୋଇ ଥିବା ପ୍ରକାଶ କରିଛନ୍ତି ଏଆର୍ ମିଡିଆର ମୁଖ୍ୟ ଆରୁଶି ଅମୃତା ସରାଫ୍ । ଏଥିରେ ସୁମି ମେହେର ପ୍ରଥମ ହୋଇଥିବା ବେଳେ, ଲିଟିଲ ନାୟକ, ଶୀବପ୍ରିୟା ସାହୁ, ଜମ୍ବୋବତି କୁମୁରା
Read More...

ଓପିଏସିରେ କୃତକାର୍ଯ୍ୟ ହେଲେ ଭୂପେଶ ପାଢ଼ୀ

ସାଲେଭଟା, (କେପଏନ୍‌ଏସ୍‌) : ଓପିଏସି ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ କୃତକାର୍ଯ୍ୟ ହେଲେ ବଲାଙ୍ଗିରର ଭୂପେଶ ପାଢ଼ୀ । ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଳକ ବକଟୀ ଗ୍ରାମର ମୁଳବାସିନ୍ଦା ସନ୍ତୋଶ କୁମାର ପାଢ଼ୀ ଓ ପ୍ରିୟମ୍ବଦା ପାଢ଼ୀଙ୍କ ଏକମାତ୍ର ପୁଅ ଅଟନ୍ତି । ଭୂପେଶ
Read More...

ହରଭଙ୍ଗା ସ୍କୁଲରେ ବଜ୍ରପାତ ସଚେତନତା ସଭା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଧନ ଜୀବନ ହାନି କ୍ରମାଗତ ଭାବରେ ହେଉଛି । ବଜ୍ରପାତ ସମୟରେ ଘର ଭିତରେ ଓ ଘର
Read More...

କୋଶଳ ସୁନ୍ଦରୀ ଆୱାଡ୍ ପାଇଁ ଆଭାଷୀ ବୈଠକ

ସାଲେଭଟା, (କେପିଏନ୍‌ଏସ୍‌) : ଏଆର୍ ମିଡିଆର ମୁଖ୍ୟ ଅକ୍ଷୟ ସରାଫ୍‌ଙ୍କ ଆବାହନରେ ଆଜି ଅପରାହ୍ନ ୪ଟାରେ ୨୦୨୪ର କୋଶଳ ସୁନ୍ଦରୀ ଆୱାଡ୍ ପାଇଁ ଏକ ଆଭାଷୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେମଲତା ନିଆଲଙ୍କ ପ୍ରସ୍ତାବ କ୍ରମେ ରୀନା ୟାଦବଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ୨୦୨୪ କୋଶଳ ସୁନ୍ଦରୀ
Read More...

ସାଲେଭଟାରେ ସୂର୍ଯ୍ୟଙ୍କ ଅଦୃଶ୍ୟ ଛାୟା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା ଠାରେ ଜିରୋ ସେଡୋ ଡେ ଆଜି ସୂର୍ଯ୍ୟଙ୍କ ଶୁନ୍ୟଛାୟାର ବିରଳ ଦୃଶ୍ୟମାନ ହୋଇଛି । ଛୋଟ ବେଳୁ ଆମେଶୁଣି ଆସିଛେ ଛାଇ ଆମ ପିଛା ଛାଡେନାହିଁ । ସୂର୍ଯ୍ୟର ଆଲୋକ ଆମ ଉପରୁ ଭୁପୃଷ୍ଠରେ ପଡି ଛାଇ ସୃଷ୍ଟି ହୁଏ । ଆମ
Read More...

ନିର୍ବାଚନ ଡ୍ୟୁଟିରେ ଥିବା ଶିକ୍ଷକଙ୍କ ମୃତ୍ୟୁ ଘଟଣା : କୁଟାସିଂହା କ୍ଲଷ୍ଟର ସ୍ତରୀୟ ଶୋକସଭା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ପଟୁଆପାଲି ଗ୍ରାମର ଶିକ୍ଷକ ସୁଶିଳ କୁମାର ଆଚାଯ୍ୟ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅକାଳ ମୃତ୍ୟୁ ଯୋଗୁଁ କ୍ଲଷ୍ଟର ସ୍ତରୀୟ ଶୋକସଭା ଅନୁଷ୍ଠିତ ହୋଇଛି । କୁଟାସିଂହା କ୍ଲଷ୍ଟର ସିଆରସିସି ନିରଞ୍ଜନ ପଧାନଙ୍କ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ବଡଟୀକା ଗ୍ରାମର ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଶାୟତଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବଡଟୀକା କ୍ଲଷ୍ଟର ଅନ୍ତର୍ଗତ ବରିଷ୍ଠ ପ୍ରଧାନ ଶିକ୍ଷକ ଗଦାଧର ବାରିକଙ୍କ
Read More...