ସାଲେଭଟା ସାପ୍ତାହିକ ବଜାର ନିକଟରେ ଦହି ସରବତ ବଣ୍ଟନ
ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ସାପ୍ତାହିକ ବଜାର ନିକଟରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା ତରଫରୁ ଦୂର ଦୂରାନ୍ତରୁ ବଜାର କରି ଆସିଥିବା ତଥା ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା । ଉକ୍ତ!-->…
Read More...
Read More...