ସଇଁତଲାରେ ଲୋକଉତ୍ସବ ଉଦ୍ଘାଟିତ, ଢ଼େମସା ନୃତ୍ୟ ଦର୍ଶକଙ୍କ ମନ ମୋହିଲା
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଡାକ ବଙ୍ଗଳା ପରିସରରେ ମା' ଚଣ୍ଡେଶ୍ୱରୀ ଲୋକଉତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି । ପ୍ରଥମେ ମା' ଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପାଇଁ ଏକ ଆଦିବାସୀ ନୃତ୍ୟ, ଘଣ୍ଟବାଦ୍ୟ ଓ ବିଭିନ୍ନ ସାଂସ୍କୃତିକ ଦଳ!-->…
Read More...
Read More...