ବଡ଼ମାଲ ଗୋଳାବାରୁଦ କାରଖାନା କଲୋନୀରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ
ସଇଁତଲା, (ଖୁସିରାଣୀ ସାହୁ) : ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ମା’ ଦୁର୍ଗାଙ୍କ ଭସାଣି ଉତ୍ସବ। ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଲ ଗୋଳାବାରୁଦ କାରଖାନାର ଟାଇପ୍-୧ କଲୋନୀ ପରିସରରେ ମହାଆଡ଼ମ୍ବରରେ ପାଳିତ ହୋଇଛି ମା’ଙ୍କ ବିଦାୟ ପର୍ବ । ଦୀର୍ଘ ୧୫ ବର୍ଷ ଧରି ଏଠାରେ!-->…
Read More...
Read More...