“ଧରମା ତୋଳୁଛି ନୂଆ କୋଣାର୍କ”ର ପାଣ୍ଡୁଲିପି ପୂଜନ
ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସଙ୍ଗଠନ "ସୁବର୍ଣ୍ଣରେଖା" ଆନୁକୂଲ୍ୟରେ ଆଗାମୀ ବାର୍ଷିକ ଉତ୍ସବ ଦିନ ପ୍ରଦର୍ଶିତ ହେବ ଏକ ଭିନ୍ନ ଧର୍ମି ନାଟକ" ଧରମା ତୋଳୁଛି ନୂଆ କୋଣାର୍କ" । ଉକ୍ତ ନାଟକର ପାଣ୍ଡୁଲିପି ଉନ୍ମୋଚନ ବରିଷ୍ଠ ଉପଦେଷ୍ଟା ଆଇନଜୀବୀ କଲ୍ୟାଣ କମଳ ପଣ୍ଡା ଓ ପୂର୍ବତନ!-->…
Read More...
Read More...