Browsing Tag

rourakela news

ସାହିତ୍ୟ ସଂସଦର ହିମ ଦରବାର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଓ ରାଉରକେଲା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଶୀତ କବିତା ଆସର ହିମ ଦରବାର ଛେଣ୍ଡ୍ ସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନିଲ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷାବିତ ଗିରିଜା
Read More...

ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଭଞ୍ଜଭବନ ପ୍ରକ୍ଷାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୂର୍ୟ୍ୟନାରାୟଣ ଦାସଙ୍କ ଆବାହକତ୍ୱ ଓ ସଭାପତି ଡ. ସାମନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ପଞ୍ଚଦିବସୀୟ ଅଧ୍ୟାପନା ବିକାଶ କର୍ମଶାଳା ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁନିସିପାଲ ମହାବିଦ୍ୟାଳୟ ରାଉରକେଲା ଓ PM-USHA ମିଳିତ ସହଯୋଗରେ ଆୟୋଜିତ ପଞ୍ଚଦିବସୀୟ ଅଧ୍ୟାପନା ଦକ୍ଷତା ବିକାଶ କର୍ମଶାଳାର ଉଦଯାପନ ହୋଇଯାଇଛି । ଏହି କର୍ମଶାଳାଟି ୧୯ ଡ଼ିସେମ୍ବର ୨୦୨୫ରୁ ଆରମ୍ଭ ହୋଇ ୨୩ ଡ଼ିସେମ୍ବର ପର୍ଯ୍ୟନ୍ତ ଚାଲିଥିଲା । ଏହା
Read More...

ସ୍ପନ୍ଦନ ଆୟୋଜିତ ଜାତୀୟ ମହୋତ୍ସବର ୪ର୍ଥ ଦିବସ : ମଂଚସ୍ଥ ହେଲା ବାରଣାସୀର ମଧ୍ୟାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ପରିବାର କହିଲେ ପତି ଜ୍ଞାନ ଓ ପତ୍ନୀ ଛାୟା, ସେମାନଙ୍କର ସନ୍ତାନଟିଏ ହେଉ ନ ଥିବାରୁ ଦୁଃଖରେ ଦିନ କାଟୁଥିଲେ । ଅକସ୍ମାତ ଏକ ଦୁର୍ଘଟଣା ଯୋଗୁଁ ଜ୍ଞାନ ଗୋଟେ ଗୋଡ ହରାଇଥବା ଯୋଗୁଁ ଚାକିରି ହରାଇ ଘରେ ବସିବାକୁ ବାଧ୍ୟ ହେଲେ, ଅନ୍ୟ ପକ୍ଷେ ପତ୍ନୀ ଛାୟା
Read More...

ବିକାଶଶୀଳ ପ୍ରଯୁକ୍ତି ବିଦ୍ୟାର ଉଦୀୟମାନ ଧାରା : ୩ ଦିନିଆ ବିପିୟୁଟି ବହୁ-ଆନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ରାଉରକେଲା ଛେଣ୍ଡ କ୍ୟାମ୍ପସରେ ବିକାଶଶୀଳ ପ୍ରଯୁକ୍ତିବିଦ୍ୟାର ଉଦୀୟମାନ ଧାରା ଉପରେ ତିନି ଦିନିଆ ବିପିୟୁଟି ବହୁ-ଆନ୍ତର୍ଜାତୀୟ ସମ୍ମିଳନୀ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ୩୦୦ରୁ
Read More...

ଡିସେମ୍ବର ୨୪ ଓ ୨୫ ତାରିଖରେ ରାଉରକେଲା ସିଭିଲ୍ ଟାଉନସିପ୍ ଏଲଆଇସି ଗ୍ରାଉଣ୍ଡରେ ଆୟୋଜିତ ହେବ ଲାୟନ୍ସ ଫେଟ୍ ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇଦିନ ଧରି ସିଭିଲ୍ ଟାଉନସିପ୍ ଏଲଆଇସି ପଡିଆରେ ଆୟୋଜିତ ହେବାକୁ ଯାଉଛି ଲାୟନ୍ସ ଫେଟ୍ । ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ସିଭିଲ୍ ଟାଉନ୍ ସିପ୍ ଲାୟନ୍ସ ଆଇ ହସ୍ପିଟାଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୩ ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱ ଓ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଚିନ୍ମୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଫର୍ଟିଲାଇଜର ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସିଂ ଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ସଂଯୁକ୍ତା ତନ୍ତୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ
Read More...

ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଆବେଦନ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବିର୍ସାମୁଣ୍ଡା ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ 'ସାଂପ୍ରତିକ ଓଡ଼ିଆ ଗଳ୍ପର ଆବେଦନ' ସମ୍ପର୍କରେ ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ
Read More...

ଶ୍ରମଶକ୍ତି ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ସୁପ୍ରଭା ଧଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...