Browsing Tag

rourakela news

ଆଦର୍ଶ ପାଠାଗାରର ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁକାନ୍ତ…
Read More...

ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ରେ ବଡ଼ ଧୂମ୍‌ଧାମରେ ପାଳିତ ହୋଇଯାଇଛି ଛ'ସ୍ତରୀତମ ସ୍ୱାଧୀନତା ଦିବସ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ, ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସଭାପତି, ସମ୍ପାଦକ,…
Read More...

ଇସ୍‌କନ୍‌ ପକ୍ଷରୁ ତିନିଦିନିଆ ଜନ୍ମାଷ୍ଟମୀ ମହୋତ୍ସବ ୧୮ରୁ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ କୃଷ୍ଣ ସଚେତନତା ସଙ୍ଗଠନ-ଇସ୍‌କନ୍‌ ପକ୍ଷରୁ ରାଉରକେଲାର ଭଞ୍ଜଭବନ ପରିସରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହେବ । ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି । ୧୮…
Read More...

୭୬ତମ ସ୍ୱାଧୀନତା ଦିବସ ଓ ପ୍ରଗତି ଉତ୍କଳ ସଂଘର ୬୫ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ, ଦେଶର ୭୬ତମ ସ୍ୱାଧୀନତା ଦିବସ ତଥା ପ୍ରଗତି ଉତ୍କଳ ସଂଘର ୬୫ତମ ପ୍ରତିଷ୍ଠା ଦିବସ ମହାଆଡମ୍ବର ସହକାରେ ସଙ୍ଘ ପରିସରରେ ପାଳନ କରିବା ସଂଗେ ସଙ୍ଗେ ଦେଶାତ୍ମକବୋଧ କବିତା ପାଠ କରାଯାଇଥିଲା । ସକାଳ ୧୦.୩୦ ମିନିଟ ସମୟରେ…
Read More...

ଅଗଷ୍ଟ କ୍ରାନ୍ତି କବିତା ପାଠୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୫ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମରଣ ଉଦ୍ଦେଶ୍ୟରେ ସିଆଇଟିୟୁ, ଏଆଇକେଏସ୍, ଏଆଇଏଡବ୍ଲ୍ୟୁୟୁର ମିଳିତ ଆନୁକୂଲ୍ୟରେ ରାଉରକେଲା ସେକ୍ଟର ୨ ବସଷ୍ଟାଣ୍ଡଠାରେ ସମୂହ ଉଜାଗରରେ ଅଗଷ୍ଟ କ୍ରାନ୍ତି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା…
Read More...

ସ୍ଵସ୍ତିର ମାସିକ ସାହିତ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଶନିବାର ସନ୍ଧ୍ୟାରେ ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱସ୍ତିର ସଭାପତି ମହେନ୍ଦ୍ର କୁମାର…
Read More...

ରାଷ୍ଟ୍ରୀୟ ସେବା ଯୋଜନାର ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନା(ଏନ୍.ଏସ୍.ଏସ୍.)ର ସଂଯୁକ୍ତ ଶାଖା ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍.ଏସ୍.ଏସ୍. ସଂଯୁକ୍ତ ଶାଖା ତରଫରୁ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ…
Read More...

ସରସ୍ୱତୀ ବିଦ୍ୟାପୀଠ ସ୍କାଉଟ୍‌ ଗାଇଡ୍ ଓ ଜୁନିଅର ରେଡକ୍ରସର ଦୀକ୍ଷାନ୍ତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ସରସ୍ୱତୀ ବିଦ୍ୟାପୀଠଠାରେ ବିଦ୍ୟାଳୟସ୍ତରୀୟ ଭାରତ ସ୍କାଉଟ୍‌ ଗାଇଡ୍ ଓ ଜୁନିଅର ରେଡକ୍ରସର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ରାଉରକେଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ, ସଂପାଦକ…
Read More...

ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକଙ୍କ ପରଲୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ବିଶ୍ୱନାଥ ମଲ୍ଲ ଓରଫ ଚୈତନ୍ୟ ବାବୁଙ୍କ ଗତ ଗୁରୁବାର ରାକ୍ଷୀ ପୂର୍ଣ୍ଣିମା ଦିନ ମହାପ୍ରୟାଣ ଘଟିଛି । ସ୍ୱର୍ଗତ ମଲ୍ଲ ଜଗତସିଂହପୁରର ମୂଳ ବାସିନ୍ଦା ହୋଇଥିଲେ ହେଁ ସେ…
Read More...

ଏକତା ଗୃପର ବାଳସୁଧାର ଗୃହରେ ରାକ୍ଷୀ ବନ୍ଧନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଏକତା ଗୃପ ତରଫରୁ ଟିସ୍କୋ କ୍ବାରୀ ସାଇଡିଂରେ ଥିବା ବାଳସୁଧାର ଗୃହଠାରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତୀ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାଧାରଣ…
Read More...