Browsing Tag

rourakela news

ଶ୍ରମିକଙ୍କୁ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଦାବୀରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ନିଷ୍ପତ୍ତି କ୍ରମେ ସିଆଇଟିୟୁ ସହ ଅନୁବନ୍ଧିତ ରାଉରକେଲା କଣ୍ଟ୍ରାକ୍ଟର ୟାରକରସ୍ ୟୁନିୟନ ପକ୍ଷରୁ ଇଏସ୍ଆଇସିର ବିଭିନ୍ନ ଅବ୍ୟବସ୍ଥା ତଥା ଚିକିତ୍ସା ସମୟରେ ବୀମାଭୁକ୍ତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ…
Read More...

ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ହାତ ବଢ଼ାଇଲା ସାମାଜିକ ଅନୁଷ୍ଠାନ ‘ଦ ଲେଡି…

ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ତ୍ତମାନର ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ହାତ ବଢ଼ାଇଛି ସାମାଜିକ ଅନୁଷ୍ଠାନ 'ଦ ଲେଡି ଲିଓନ' ଗୃପ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଲକ୍ଷ ଲକ୍ଷ ପୁରୁଷ ମହିଳା ଶିଶୁ ଏହା ଭିତରେ…
Read More...

ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ଅହିରାବନ୍ଧ ସ୍ଥିତ ଖଡ଼ଗ ଭବନଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ରହିଥିବା ସୁନ୍ଦରଗଡ଼ ଜିଲ୍ଲା ବୈଧ ମାପ ବିଜ୍ଞାନ ଓ ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗର ମିଳିତ ଆନୁକୂଲ୍ୟରେ ଖାଉଟି ସୁରକ୍ଷା ସଚେତନତା…
Read More...

ଛାତ୍ର ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀକ ସ୍ତରରେ ରୋଟାରୀ କ୍ଲବର ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ସାମାଜିକ ପ୍ରତିବଦ୍ଧତା ଦେଖାଇ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବ୍ରାଜିଲର ଛାତ୍ରୀ ଯଶମିନ ଓରଫ ୟାୟା…
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୯ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ଫଟୋଗ୍ରାଫି ଦିବସ । ଏହି ଅବସରରେ ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍‌-ଆର୍‌ପିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଥମେ ଭଞ୍ଜ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଶ୍ରୀ ଶ୍ରୀ ସଂକଟେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ପୂଜକ ଭାବେ ନିରଞ୍ଜନ ଦାଶ ଓ ଚିତ୍ତରଞ୍ଜନ ତ୍ରିପାଠୀ ହରିବଂଶ ପାଠ କରିଥିବା ବେଳେ କର୍ତ୍ତା ଭାବେ ପରମାନନ୍ଦ…
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର୍ସ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍ ପକ୍ଷରୁ ସେକ୍ଟର ୩ ରଥଖଳାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସକାଳ ୧୦ ଘଟିକାରୁ ଏହି ଶିବିର ରାଉରକେଲା ସରକାରୀ ଡାକ୍ତରଖାନାର…
Read More...

ସ୍ୱାଧୀନତା ସଂଗ୍ରାମୀ ପରିବାରମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗନ୍ନାଥସେନା ଓ ଅଙ୍କୁର ପରିବାର ତରଫରୁ ଆମକୋ ସିମକୋ ଘଟଣାରେ ସହିଦ ହୋଇଥିବା ପରିବାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି କବି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱ ଓ ସଂପାଦକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି…
Read More...

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ପାଳିତ ହେଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ 'ହର୍ ଘର୍ ତ୍ରିରଙ୍ଗା' କାର୍ଯ୍ୟକ୍ରମରେ ସାରା ଦେଶ ମଧ୍ୟ ସାମିଲ ହୋଇଛି । ଏହି ଅବସରରେ…
Read More...

ଏକତା କ୍ଲଷ୍ଟର ତରଫରୁ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁପଲ୍ଲୀ ସ୍ଥିତ ଏକତା କ୍ଲଷ୍ଟର ତରଫରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କ୍ଲଷ୍ଟର ସଭାପତି ଲିଲିମା ଜୟସିଂହଙ୍କ ସଭାପତିତ୍ୱ ଓ ସଂପାଦକ ରୀତା ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଜେଡି ସଭାପତି…
Read More...