Browsing Tag

rourakela news

ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କ ତିରୋଧନ ଦିବସ ଓ ବର୍ଷା ସାହିତ୍ୟ ଆସର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଦାନ) : ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ତିରୋଧନ ଦିବସ ଓ ବର୍ଷା ସାହିତ୍ୟ ଆସର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…
Read More...

ବାସନ୍ତୀ ପାଠାଗାରରେ ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ.କେ ରାଓଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର…
Read More...

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ : ନଦୀରେ ଭସେଇ ଦେଲେ ମୃତଦେହ

ରାଉରକେଲା, (ସସ୍ମିତା ପ୍ରଦାନ) : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁରେ ଅଘଟଣ । ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ନଦୀରେ ଭସେଇ ଦେଇଛନ୍ତି । ମୃତ ମହିଳା ଜଣକ ହେଲେ ମୁନି ଓରାମ୍‌ । ପୋଲିସ ଏହି ଘଟଣାରେ ୩ ଜଣଙ୍କୁ…
Read More...

ରାଉରକେଲାରେ ପ୍ରଜାତନ୍ତ୍ରର ଅମୃତ ମହୋତ୍ସବ ପାଳନ

ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ପ୍ରତି ପ୍ରଜାତନ୍ତ୍ର ସଚେତନ ରହିଛି : ଲୋକରଂଜନ ମହତାବ ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ପ୍ରଜାତନ୍ତ୍ରର ୭୬ବର୍ଷ ଓ ଅମୃତ ମହୋତ୍ସବ ପାଳନ ଅବସରରେ ରାଉରକେଲା ସିଭିକ ସେଣ୍ଟର୍‌ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି…
Read More...

ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷାର ୮୦ତମ ମାସିକ ଜନ୍ମ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷା ତାର ୮୦ତମ ମାସିକ ଜନ୍ମ ଉତ୍ସବ ସ୍ପେସିଆଲ ଜେଲର ପ୍ଲେସ ଅଫ ସାଫଟିଠାରେ ପାଳନ କରିଛି । ଏହି ଅବସରରେ ଅନୁଷ୍ଠାନର ସଭାପତି କଳ୍ପନା ଶତପଥି ସ୍ୱାଗତ ଅଭିଭାଷଣ ରଖିଥିଲେ । ସାଧାରଣ ସମ୍ପାଦିକା ରଶ୍ମିତା ପଣ୍ଡା…
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ପ୍ରଧାନ ଶିକ୍ଷକ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କୁମଝରିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ । ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ । ସୂଚନା ଅନୁସାରେ ଓରିଜିନାଲ ମାଟ୍ରିକ ବୋର୍ଡ ସାର୍ଟିଫିକେଟ ଦେବା ପାଇଁ…
Read More...

ନିଶାସକ୍ତ ଅବସ୍ଥାରେ ଯୁବକ ଭିଆଇଲେ ଜଘନ୍ୟ କାଣ୍ଡ : ପଡ଼ୋଶୀ ମହିଳାଙ୍କୁ କଲେ ହତ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉଲକେଲାର ବିଶ୍ରା ଥାନା ଅଧୀନ ବୁଦୁଲଜୋର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ ପଡ଼ୋଶୀ ମହିଳାଙ୍କୁ ହତ୍ୟା କଲେ ଜଣେ ଯୁବକ । ମୃତକ ଜଣକ ହେଲେ ହଉରୀ ଟିଗା । ସୂଚନା ଅନୁସାରେ ହତ୍ୟାକାରୀ ସମ୍ପୃକ୍ତ ମହିଳାଙ୍କୁ ଫାର୍ସାରେ ଆକ୍ରମଣ…
Read More...

ସ୍ଵସ୍ତି ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵସ୍ତି ସାହିତ୍ୟ ସଂସଦ, ରାଉରକେଲା ଆୟୋଜିତ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ଗତ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସନ୍ଧ୍ୟା ୭.୩୫ମିନିଟ ସମୟରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶୀର୍ଷକ ଆଲୋଚନା 'ମୋ…
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ମୌସୁମୀ ସାହିତ୍ୟ ଆସର

ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଜାତୀୟ ଚେତନା ନବଜୀବନକୁ ପ୍ରଭାବିତ କରିଥାଏ ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ୭ କାର୍ଯ୍ୟାଳୟଠାରେ ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ତଥା ମୌସୁମୀ ସାହିତ୍ୟ ଆସର…
Read More...

ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ଅହିରାବନ୍ଧ ସ୍ଥିତ ଖଡ଼ଗ ଭବନଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ରହିଥିବା ସୁନ୍ଦରଗଡ଼ ଜିଲ୍ଲା ବୈଧ ମାପ ବିଜ୍ଞାନ ଓ ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗର ମିଳିତ ଆନୁକୂଲ୍ୟରେ ଖାଉଟି ସୁରକ୍ଷା ସଚେତନତା…
Read More...