ବ୍ରିଜ ଡିଭାଇଡରରେ ପିଟି ହୋଇ ୧ ମୃତ
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ କୋଇଡା ଥାନା ବେଲକୁଦର ଠାରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ମୃତ । ସୂଚନା ଥାଉକି, ବ୍ରିଜ ଡିଭାଇଡରରେ ପିଟି ହୋଇ ଜୀବନ ଚାଲିଯାଇଛି । ସୁନ୍ଦରଗଡ଼ କୋଇଡା ଥାନା ବେଲ କୁଦର ଠାରେ ଘଟିଛି ଦୁର୍ଘଟଣା । ନିଜ ପରିଜନଙ୍କୁ ଛାଡି!-->…
Read More...
Read More...