ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ବିୟୋଗରେ ବିଜେପି ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଶୋକର ଛାୟା
ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ଜେନାଙ୍କ ୬୨ ବର୍ଷ ବୟସରେ ଗତ କାଲି ରାଉରକେଲା ଆପୋଲୋ ହସ୍ପିଟାଲରୁ ଭୁବନେଶ୍ୱର ଏମ୍ସ ଆମ୍ବୁଲାନ୍ସରେ ଯାତ୍ରା କରିବା ସମୟରେ ସେ ରାସ୍ତାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର ପାଇବା ମାତ୍ରେ ବିଜେପି ମହଲରେ!-->…
Read More...
Read More...