Browsing Tag

pipili news

ଜିଲାସ୍ତରୀୟ ଧାନ ସଂଗ୍ରହ ମଣ୍ଡି ଉଦ୍‌‌ଘାଟନ କଲେ ବିଧାୟକ

ପିପିଲି : ତେଇସିପୁର ସେବା ସମବାୟ ସମିତିଠାରେ ଖରିଫ୍‌‌ ବିପଣନ ବର୍ଷ ୨୦୨୩-୨୪ ନିମନ୍ତେ ଖୋଲା ଯାଇଥିବା ଜିଲାସ୍ତରୀୟ ଧାନ ସଂଗ୍ରହ ମଣ୍ଡିକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଗତକାଲି ଉଦ୍‌‌ଘାଟନ କରିଛନ୍ତି । ଏହି ଅବସରରେ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁଙ୍କ ଅଧ୍ୟକ୍ଷତାରେ
Read More...

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲ ବନ୍ଧର ଧାନପୁର ବ୍ରିଜ ନିକଟ ଦଳଭର୍ତ୍ତି ସଫେଇନାଳରୁ ଜଣେ ବିବାହିତ ଯୁବକର ଗଳିତ ମୃତଦେହକୁ ପୁଲିସ ଗୁରୁବାର ସଂନ୍ଧ୍ୟାରେ ଉଦ୍ଧାର କରିଛି । ମୃତକଙ୍କ ନାମ ସୁଲତାନ ଖାନ୍(୪୩) ଓ ତାଙ୍କ ଘର ପୁରୀ କୁମ୍ଭାରପଡା
Read More...

ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଉତ୍ସବ ପାଳନ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ବାଲିଗାଁଠାରେ ପବିତ୍ର ମହାକାର୍ତିକ ଶୁକ୍ଳପକ୍ଷ ଦେବ ଉତ୍ଥାପନ ଏକାଦଶୀ ତିଥିରେ ଭକ୍ତ ଦାସିଆ ସ୍ମୃତି କମିଟିି ଆନୁକୂଲ୍ୟରେ ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ମହାସମାରୋହରେ
Read More...

ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼

ପିପିଲି : ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି । ଗୁଳିମାଡ କରିଥିବା ସଂପୃକ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ନିମାପଡ଼ା, ପିପିଲି, ଗୋପ ଓ ବଳଙ୍ଗା ଆଦି ୪ଟି ଥାନା ପୋଲିସ ମିଳିତ ଚଢ଼ାଉ କରିଥିବା ଜଣାପଡିଛି । ଖସି ପଳାଉଥିବା ବେଳେ ଗ୍ରାମବାସୀ ଓ ପୋଲିସ କାବୁ କରି ଫେରାର
Read More...

ପିପିଲିରୁ ମିଳିଲା ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ

ପୁରୀ/ପିପିଲି : ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ବାଗେଶ୍ୱରପୁର ଗ୍ରାମରୁ ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ ଉଦ୍ଧାର ହୋଇଛି । ଶିଳାଲେଖରେ ସଂସ୍କୃତ ଭାଷାରେ ଓଡ୍ରନାଗରୀ ଲିପି ରହିଛି । ଏଭଳି ଏକ ଐତିହ୍ୟକୁ ଆବିଷ୍କାର କରିଛନ୍ତି ଇନ୍‌ଟାକ୍‌ର ୪ ଜଣ ସଦସ୍ୟ । ଏହି ଲିପିର
Read More...

ପିପିଲି ନିର୍ବାଚନ ମଣ୍ଡଳୀ ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁମିଳନ-୨୦୨୩

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ମାଣିକ ଗାର୍ଡେନ ମଣ୍ଡପଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲୋକ ପ୍ରିୟ ଯୁବ ବିଧାୟକ
Read More...

୯୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୧ ଗିରଫ

ପିପିଲି : ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ସାତଶଙ୍ଖ ବଜାରରେ ଚଢ଼ାଉକରିଛି । ଚଢାଇ କରି ଟିମ୍ ରାମଚନ୍ଦ୍ର ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୯୫ ଗ୍ରାମ
Read More...

ଭିଜିଲାନ୍ସ ଜାଲରେ ଲାଇନ୍‌ ମ୍ୟାନ୍‌ ମାନସ ରଞ୍ଜନ ସାହୁ

ପିପିଲି : ପୁରୀ ଜିଲ୍ଲା ପିପିଲିର ଭାରତୀପୁର ବିଦ୍ୟୁତ୍‌ ସେକ୍ସନରେ ଲାଇନ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ମାନସ ରଞ୍ଜନ ସାହୁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ଏକ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ମାନସ ଜଣେ ବ୍ୟକ୍ତିଙ୍କଠାରୁ ୭, ୫୦୦ଟଙ୍କା ନେଉଥିବା ବେଳେ
Read More...

ଓଏସ୍‌ଡିଏମ୍‌ଏ ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ବ୍ଲକ କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର । ଏହି ଶିବିରରେ ବିପର୍ଯ୍ୟୟ ପରିଚାଳନା କମିଟି ମେମ୍ବର ୨୫ ଜଣ, ସନ୍ଧାନ ଓ ଉଦ୍ଧାର ଦଳ ୨୫ ଜଣ ଏବଂ ପ୍ରାଥମିକ
Read More...

ବାଲା ବିକାଶ ସଂଗଠନ ପକ୍ଷରୁ ରିଲିଫ୍‍ ସାମଗ୍ରୀ ବଣ୍ଟନ

ପିପିଲି : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ବାଲା ବିକାଶ ସଂଗଠନ ଓ ଆମାଜନ ପକ୍ଷରୁ ପିପିଲି ବ୍ଲକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ କିଟ୍‍ ଓ ସାମଗ୍ରୀ ବଣ୍ଟନ କରାଯାଇଛି । ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଅନୁରୋଧ କ୍ରମେ ଆମାଜନ ଓ ବାଲା ବିକାଶ
Read More...
error: Content is protected !!