ଭୂତଳ ଜଳ ସ୍ତର ହ୍ରାସ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଉଛି ବିଭିନ୍ନ ପଦକ୍ଷେପ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଭି. ସୋମନ୍ନା ରାଜ୍ୟ ସଭାରେ ଓଡ଼ିଶାରେ ପାନୀୟ ଜଳ ସଂକଟ ଏବଂ ଭୂତଳ ଜଳ ସମସ୍ୟାକୁ ନେଇ ଲିଖିତ ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ମୁତାବକ, ଅଗଷ୍ଟ ୨୦୧୯ ଠାରୁ, ଭାରତ ସରକାର ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳ!-->…
Read More...
Read More...