Browsing Tag

pib news

କଟକ ଏସସିବି ମେଡ଼ିକାଲ କଲେଜର ପ୍ଲାଟିନମ ଜୁବଲି କନକ୍ଲେଭ୍‌ରେ ଦୀକ୍ଷାନ୍ତ ଅଭିଭାଷଣ

ଡ. ପି.କେ. ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରଫେସର ଦତେଶ୍ୱର ହୋତା, ଅଧ୍ୟକ୍ଷ, ଏସସିବି ମେଡ଼ିକାଲ କଲେଜ; ପ୍ରଫେସର ବିଦ୍ୟୁତ ଦାସ, ବୈଜ୍ଞାନିକ ସମିତି ଅଧ୍ୟକ୍ଷ; ପ୍ରଫେସର ମହାପାତ୍ର, ସଂଯୋଜକ; ଅଧ୍ୟାପକ ଓ କର୍ମଚାରୀଗଣ, ସମ୍ମାନିତ ଅତିଥି ଓ ପୂର୍ବତନ ଛାତ୍ରଛାତ୍ରୀଗଣ, ଏବଂ…
Read More...

ପ୍ରଧାନମନ୍ତ୍ରୀ ୩୯ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ୩୯ ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଯାହାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରି ସକରାତ୍ମକ ପ୍ରଶାସନ ଏବଂ ଠିକଣା ସମୟରେ କାର୍ୟ୍ୟକାରୀତା ପାଇଁ ଏକ ଆଇସିଟି ଆଧାରିତ ମଲ୍ଟି ମୋଡାଲ ପ୍ଲାଟଫର୍ମ…
Read More...

ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

● ସଂସଦର କେନ୍ଦ୍ରୀୟ ହଲ ଠାରେ ସମ୍ବିଧାନ ଦିବସ କାର୍ୟ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ● ବିଜ୍ଞାନ ଭବନ ଠାରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ ସମାରୋହକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ୨୬ ତାରିଖରେ ଦେଶ…
Read More...

ଆଇଏଫ୍‌ଏଫ୍‌ଆଇ ୫୨ଭାରତୀୟ ପାନୋରାମା ଉଦଘାଟିତ

● କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ଦ୍ୱାରା ଆଇଏଫ୍ଏଫ୍ଆଇ ୫୨ ଭାରତୀୟ ପାନୋରାମା ଅନୁଭାଗ ଉଦଘାଟିତ● ଉଚିତ ବିଷବସ୍ତୁ ଭାରତୀୟ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବ - ଅନୁରାଗ ସିଂ ଠାକୁର● ଚଳଚ୍ଚିତ୍ର ଆମର ଆକାଂକ୍ଷା ଓ ସ୍ୱପ୍ନକୁ ପ୍ରତିଫଳିତ କରେ: ବିଶ୍ୱନାଥ ଆର୍ଲେକର,…
Read More...

ମତ୍ସ୍ୟ କ୍ଷେତ୍ରରେ ଅଭିବୃଦ୍ଧିର ବ୍ୟାପକ ସମ୍ଭାବନା ରହିଛି : କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ…

• ମତ୍ସ୍ୟଜୀବୀ, ମହିଳାମାନଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି କଲେ ଆହ୍ୱାନ• ମତ୍ସ୍ୟଜୀବୀ ମହିଳାମାନଙ୍କ ସଶକ୍ତିକରଣ ପ୍ରତି ସରକାର ଧ୍ୟାନ ଦେଉଛନ୍ତି : ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ. ମୁରୁଗାନ• ଦେଶର ପାଞ୍ଚଟି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ନୌଠାରେ ଆୟୋଜିତ ୫୬ତମ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକ ସମ୍ମିଳନୀରେ…

ଲକ୍ଷ୍ନୌ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦- ୨୧ ତାରିଖରେ ଲକ୍ଷ୍ନୌଠାରେ ଆୟୋଜିତ ୫୬ତମ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକ ସମ୍ମିଳନୀରେ ଯୋଗଦାନ କରିଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ ତଥା ସିଏପିଏଫ/ ସିପିଠର ୬୨ଜଣ…
Read More...

‘ସିଡନୀ ଡାଏଲଗ୍’ରେ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ ଭାରତର ପ୍ରଯୁକ୍ତି ବିକାଶ ଓ ବିପ୍ଳବ ଉପରେ କଲେ ଆଲୋକପାତ

• ଭାରତରେ ହେଉଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ତାଲିକା ଦେଲେ• “ଖୋଲାପଣ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ । ଅନୁରୂପ ଭାବେ, କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଏହି ଖୋଲାପଣର ଅପବ୍ୟବହାର କରିବାକୁ ଦିଆଯିବା ଉଚିତ୍ ନୁହେଁ”• “ଭାରତୀୟ ଡିଜିଟାଲ ବିପ୍ଳବର ମୂଳଦୁଆ ଆମ…
Read More...

ଦେଶରେ ସମ୍ପୂର୍ଣ୍ଣ ଡୋଜ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଆଂଶିକ ଟିକା ନେଇଥିବା ଲୋକଙ୍କ ସଂଖ୍ୟାକୁ ପ୍ରଥମ ଥର ପାଇଁ…

ସରକାରଙ୍କ ଉପରେ ଲୋକଙ୍କ ବିଶ୍ୱାସ, ଜନଭାଗିଦାରୀ ଓ ହରଘର ଦସ୍ତକ ଅଭିଯାନ ଯୋଗୁଁ ଏହି ସଫଳତା ମିଳିଛିଦେଶରେ ଟିକାର ଅଭାବ ନ ଥିବା କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ଦ୍ୱିତୀୟ ଡୋଜ ନେବାକୁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଲେ ନୂଆଦିଲ୍ଳୀ, (ପିଆଇବି) : ଭାରତରେ ଦୁଇ ଡୋଜ…
Read More...

ପ୍ରଧାନମନ୍ତ୍ରୀ ନଭେମ୍ବର ୧୯ ତାରିଖ ୟୁପି ଗସ୍ତ କରିବେ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀଙ୍କ ୟୁପିଗସ୍ତ ଅବସରରେ ଉଦ୍ଘାଟିତ ହେବ ୬୨୫୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପଚାଷୀଙ୍କ ସୁବିଧା ଓ ଜଳକଷ୍ଟ ଦୂର ପାଇଁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ମହୋବାଠାରେ ଜଳପ୍ରକଳ୍ପଝାନ୍ସୀରେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ଅଟଳ ଏକତା ଉଦ୍ୟାନ ଓ ୬୦୦ ମେଗାୱାଟର…
Read More...

ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାରେ ୪ଜି ମୋବାଇଲ ସେବାକୁ କ୍ୟାବିନେଟ ମଞ୍ଜୁରୀ

• ପାଞ୍ଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶାର ମୋବାଇଲ ସେବା ପହଞ୍ଚି ନଥିବା ଆକାଂକ୍ଷି ଜିଲ୍ଲାଗୁଡିକରେ ୟୁଏସଓଏଫ ଯୋଜନାକୁ କ୍ୟାବିନେଟର ଅନୁମୋଦନ• ପ୍ରାୟ ୬,୪୬୬ କୋଟି ଟଙ୍କା ବ୍ୟୟରେ ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ୭୨୮୭ ସେବା…
Read More...