Browsing Tag

pib news

ଅଧିକ କରୋନା ନମୁନା ପରୀକ୍ଷା, ପ୍ରତି ଦଶ ଲକ୍ଷ ଲୋକରେ କମ୍ ସଂଖ୍ୟକ ପଜିଟିଭ ଓ କମ୍ ମୃତ୍ୟୁ ସଂଖ୍ୟା ବଜାୟ ରଖିଥିବା ଦେଶ…

● ଦେଶରେ ଜାରି ରହିଛି କମ୍ ସଂଖ୍ୟକ ପଜିଟିଭର ଧାରା ନୂଆଦିଲ୍ଲୀ, (ପିଆଇବି) : ନିର୍ଦ୍ଦିଷ୍ଟ ରଣନୀତି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମିଳିତ ଭାବେ ଗ୍ରହଣ କରିଥିବା ମୁକାବିଲା ନୀତି ଯୋଗୁ ଭାରତ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ କମ୍ ସଂଖ୍ୟକ ପଜିଟିଭ୍ ଓ କମ୍
Read More...

ପିଆଇବି ପକ୍ଷରୁ “ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଭୂମିକା” ଶୀର୍ଷକ ୱେବିନାର ଅନୁଷ୍ଠିତ

• ଆଧୁନିକ ଅଖଣ୍ଡ ଭାରତର ସ୍ଥପତି ଥିଲେ ସର୍ଦ୍ଦାର ପଟେଲ• ଯୁବପିଢ଼ି ଲୌହମାନବଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଭୁବନେଶ୍ୱର, (ପିଆଇବି) : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ (୩୧ ଅକ୍ଟୋବର)ର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ସୂଚନା ଓ
Read More...

‘ଇଣ୍ଡିଆ ଏନର୍ଜି ଫୋରମ’ର ଚତୁର୍ଥ ସଂସ୍କରଣର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ : କରୋନା ପରବର୍ତ୍ତୀ…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ• କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ସାଉଦିଆରବର ଉର୍ଜା ମନ୍ତ୍ରୀ, ଆମେରିକାର ଉର୍ଜାସଚିବ ଏବଂ ବିଶ୍ୱର ପ୍ରମୁଖ ଶିଳ୍ପ ସିଇଓ• ଦ୍ୱିତୀୟ ଦିନରେ ଆଇଏଚଏସ ମାର୍କିଟର ଉପାଧ୍ୟକ୍ଷ ଡା. ଡାନିଏଲ୍‌ ୟରଗେନଙ୍କ ଲିଖିତ
Read More...

ଉତ୍ତର ପ୍ରଦେଶର ପିଏମ ସ୍ୱନିଧି ଯୋଜନା ହିତାଧିକାରୀମାନଙ୍କ ସହିତ ଭାବବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, (ପିଆଇବି) : ଏବେ ମୁଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସମସ୍ତ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସମୟରେ ଅନୁଭବ କଲି ଯେ ସମସ୍ତଙ୍କ ମଧ୍ୟରେ ଏକପ୍ରକାରର ଖୁସି ଓ ଆନନ୍ଦ ରହିଛି ।ପୂର୍ବରୁ ଚାକିରି ପେସାରେ ଥିବା ଲୋକମାନଙ୍କୁ ମଧ୍ୟ ଋଣ ନେବା ପାଇଁ ବ୍ୟାଙ୍କ ଦ୍ୱାରକୁ
Read More...

ତିନି ମାସ ପରେ ଦେଶର ଦୈନିକ ନୂତନ ମାମଲା ସର୍ବନିମ୍ନ

● ୧୧ ସପ୍ତାହ ପରେ ସକ୍ରିୟ ମାମଲା ୬.୨୫ ଲକ୍ଷ ନୂଆଦିଲ୍ଲୀ, (ପିଆଇବି) : ଦେଶ କୋଭିଡ ବିରୁଦ୍ଧରେ ଆରମ୍ଭ କରିଥିବା ସଂଗ୍ରାମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୦୦ରୁ କମ (୩୬,୪୭୦) ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଜୁଲାଇ ୧୮ରେ ୩୪,୮୮୪
Read More...

ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

• ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବାର ନିକଟବର୍ତ୍ତୀ : ପ୍ରଧାନମନ୍ତ୍ରୀ• ଭାରତର ଇନ୍ଧନ ଯୋଜନା ସ୍ଥାୟୀ ବିକାଶ ପ୍ରତି ବୈଶ୍ୱିକ ପ୍ରତିବଦ୍ଧତାକୁ ପୂରଣ କରିବା ସହିତ ଇନ୍ଧନ ନ୍ୟାୟ ସୁନିଶ୍ଚିତ କରିବା ପ୍ରତି ଲକ୍ଷ୍ୟବଦ୍ଧ• ଭାରତର ଇନ୍ଧନ କ୍ଷେତ୍ର
Read More...

୨୨ ମାର୍ଚ୍ଚ ପରଠାରୁ ଭାରତରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍

• ଗତକାଲି ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ ଶହରୁ କମ୍• ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ମୃତ୍ୟୁ ହାର ଏକ ପ୍ରତିଶତରୁ କମ ନୂଆଦିଲ୍ଲୀ, (ପିଆଇବି) : ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର, ରାଜ୍ୟ ଓ
Read More...

ପିଆଜ ମୂଲ୍ୟ ହ୍ରାସ ଏବଂ ଏହାର ଉପଲବ୍ଧତା ବଢାଇବାକୁ ସରକାରଙ୍କ ପଦକ୍ଷେପ

• ଅକ୍ଟୋବର ୨୩ରୁ ପିଆଜର ଧାର୍ୟ୍ୟ ମହଜୁଦ ପରିମାଣ ଲାଗୁ ହେଲା, ପାଇକାରି ବ୍ୟବସାୟୀ ୨୫ ମେଟ୍ରିକ ଟନ ଓ ଖୁଚୁରା ବେପାରୀ ୨ ମେଟ୍ରିକ ଟନ ପିଆଜ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ରଖିପାରିବେ• ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା ପାଇଁ ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କଲେ ନୂଆଦିଲ୍ଲୀ,
Read More...

ମୋଟ ୧୦ କୋଟି ପରୀକ୍ଷଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

● ଶେଷ ୧ କୋଟି ନମୁନା ପରୀକ୍ଷା ମାତ୍ର ୯ ଦିନରେ● ଗତକାଲି ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୪.୫ ଲକ୍ଷ ପରୀକ୍ଷଣ ନୂଆଦିଲ୍ଲୀ, (ପିଆଇବି) : ଜାନୁୟାରୀ ୨୦୨୦ ଠାରୁ ଭାରତ କୋଭିଡ-୧୯ ନମୁନା ପରୀକ୍ଷଣରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି । ଏହି ପରୀକ୍ଷଣ ସଂଖ୍ୟା ଆଜି ୧୦ କୋଟି (୧୦,୦୧,୧୩,୦୮୫)
Read More...

ଦୀର୍ଘ ୩୫ ବର୍ଷ ପରେ ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ଦୀର୍ଘ ୩୫ ବର୍ଷ ପରେ ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଭାରତ ଓ ଆନ୍ତର୍ଜାତିକ ଶ୍ରମ ସଂଗଠନ ମଧ୍ୟରେ ଥିବା ଦୀର୍ଘ ୧୦୦ ବର୍ଷର ସଫଳ ସଂପର୍କରେ ଏହି ନୂଆ ଦାୟିତ୍ୱ ଆଉ ଏକ ଅଧ୍ୟାୟ ଯୋଡିଛି । ଭାରତର ଶ୍ରମ
Read More...