Browsing Tag

pib news

ଭାରତରେ ଡିବିଟି ଯୋଜନାର ସଫଳତା ସାରା ବିଶ୍ଵ ପାଇଁ ପ୍ରେରଣା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କୌଶଳ ବିକାଶ ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଭାରତ ବର୍ତ୍ତମାନ ଡିଜିଟାଲ ଅର୍ଥପଇଠ କ୍ଷେତ୍ରରେ ସାରା ବିଶ୍ଵରେ ଅଗ୍ରଣୀ ରହିଛି । ବିଶେଷ କରି ନାଗରିକମାନଙ୍କ ଜୀବନ ଏବଂ…
Read More...

ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଓ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କଲେ ହରଦୀପ ସିଂ ପୁରୀ

• ଓଡ଼ିଶାରେ କ୍ରୁଟ୍‌ ଦ୍ୱାରା ପରିଚାଳିତ ‘ମୋ ବସ୍‌ ଓ ମୋ ଇ-ରାଇଡ୍’ ସେବାକୁ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବର୍ଗରେ ମିଳିଲା ପୁରସ୍କାର• ଆମ ସହର ପାଇଁ ନାଗରିକ କୈନ୍ଦ୍ରିକ ଓ ସହଭାଗୀ ସମାଧାନ ଆବଶ୍ୟକ, ଯାହା ଏପରି ଏକ ଇକୋସିଷ୍ଟମ ନିର୍ମାଣ କରିବ ଯେଉଁଠି ଭାରତୀୟମାନେ…
Read More...

ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଏମଓୟୁ ସ୍ୱାକ୍ଷର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର…
Read More...

୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍‌ ଧାନ କ୍ରୟ

• ୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ୱାରା ଲାଭାନ୍ୱିତ ହେଲେ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ• ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍‌ ଗହମ କ୍ରୟ; ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ୱାରା ଲାଭାନ୍ୱିତ ହେଲେ ପ୍ରାୟ ୧୭.୮୩ ଲକ୍ଷ ଚାଷୀ•…
Read More...

କ୍ୟାବିନେଟ୍ ମଞ୍ଜୁରି : ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର

• ମୂଲ୍ୟ ସମର୍ଥନ ଯୋଜନା ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ କିଣା ଯାଇଥିବା ଚଣା ଯୋଗାଣ ପ୍ରସ୍ତାବକୁ ଅନୁମୋଦନ• ବିରି, ହରଡ଼ ଏବଂ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମା ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ିଲା• ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଖର୍ଚ୍ଚ ହେବ ୧୨ଶହ କୋଟି…
Read More...

ଓଜନ ଏବଂ ମାପନ ଉପକରଣ ନିର୍ମାତା/ରପ୍ତାନିକାରୀଙ୍କୁ କେନ୍ଦ୍ର ସରକାରଙ୍କ କାରଣ ଦର୍ଶାଅ ନୋଟିସ : ମାଗିଲେ ଅନୁପାଳନ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପନ ଉପକରଣ ନିର୍ମାତା ଓ ରପ୍ତାନିକାରୀ ମାନଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏସବୁ ନୋଟିସ ଜରିଆରେ ସେମାନଙ୍କ ଠାରୁ ଅନୁପାଳନ ବିବରଣୀ ମଗାଯାଇଛି । ବିଶେଷ କରି ଇ-କମର୍ସ ପ୍ଲାଟଫର୍ମରେ…
Read More...

ଚାରିଦିନିଆ ଇଣ୍ଡୋନେସିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଜି -୨୦ ଶିକ୍ଷାମନ୍ତ୍ରୀ ମାନଙ୍କ ବୈଠକରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ଯାଏଁ ବାଲିଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ୟୁଏଇ, ସାଉଦିଆରବ, ବ୍ରାଜିଲ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ…
Read More...

ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ଦେଶବ୍ୟାପୀ ସୁଗମ କରିବାକୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ, (ପିଆଇବି) : ସମଗ୍ର ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୨୬ତାରିଖ (୨୦୨୨ ଅଗଷ୍ଟ ୨୬)ରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ।ଭାରତ ଆନ୍ତର୍ଜାତିକ ସଡକ…
Read More...

ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ…

ନୂଆଦିଲ୍ଲୀ, (ପିଆଇବି) :ଯୁବ ସାଥୀଗଣ,ବାସ୍ତବିକ, ତୁମେମାନେ ସଭିଏଁ ଇନୋଭେଟର୍ସମାନେ ମିଳିତ ଭାବେ, ପରସ୍ପର ମଧ୍ୟରେ ଆଲୋଚନା କରୁଥିବା ଦେଖି ମୋତେ ଖୁବ୍‍ ଆନନ୍ଦ ଲାଗୁଛି । ଏଭଳି ନୂଆ ନୂଆ ବିଷୟମାନ ତୁମମାନଙ୍କ ମନକୁ ଛୁଇଁଛି, ତୁମମାନଙ୍କ ଭଳି ଯୁବକମାନେ ନିଜ କାର୍ଯ୍ୟରେ ଯେଉଁ ନବୀନତା…
Read More...

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିୱାଇ)-ଆର୍ଥିକ ସମାବେଶୀକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ମିଶନ କାର୍ଯ୍ୟକାରିତାର…

ଯୋଜନା ଆରମ୍ଭରୁ ଏଯାବତ୍ ୪୬.୨୫କୋଟିରୁ ଅଧିକ ହିତାଧିକାରୀ ପିଏମ୍‌ଜେଡିୱାଇ ଅଧୀନରେ ଖାତା ଖୋଲିଛନ୍ତି ଏବଂ ସେମାନଙ୍କ ଜମା ଟଙ୍କାର ମୋଟ ପରିମାଣ ୧, ୭୩, ୯୫୪ କୋଟିଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ : ସମାବେଶୀ ବିକାଶ ହାସଲ ପାଇଁ ଆର୍ଥିକ ସମାବେଶ ଏକ ବଡ ପଦକ୍ଷେପ; ଏହା ଦ୍ୱାରା…
Read More...