Browsing Tag

pib news

ଗୁରୁ ଦିବସରେ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି

ମୂଳ ପ୍ରତିଭା ବିକାଶର ମାଧ୍ୟମ ହେଉଛି ମାତୃଭାଷା – ମହାମହିମ ରାଷ୍ଟ୍ରପତିଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ ଶିକ୍ଷିତ ଭାରତ ଓ ବିକଶିତଭାରତର ଲକ୍ଷ୍ୟ ପୂରଣ ପାଇଁ ପ୍ରୋତ୍ସାହିତ କରିବ- ଧର୍ମେନ୍ଦ୍ର ପ୍ରଧାନ• ଦେଶର ୪୫ ଜଣ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ…
Read More...

ଭାରତୀୟ ରେଳବାଇର ଅଗଷ୍ଟ ୨୦୨୨ରେ ରେକର୍ଡ ମାଲ ପରିବହନ

ଅଗଷ୍ଟ ମାସରେ ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ୮.୬୯ ନିୟୁତ ଟନ ହୋଇଥିବାବେଳେ ୨୦୨୧ ଅଗଷ୍ଟ ତୁଳନାରେ ଏହା ଶତକଡା ୭.୮୬ ଅଧିକଏଥିସହ କ୍ରମାଗତ ୨୪ ମାସ ଧରି ସର୍ବାଧିକ ମାସିକ ମାଲ ବୋଝେଇ ରେକର୍ଡ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ଅଗଷ୍ଟ ୨୦୨୨ରେ ୧୧୯.୩୨ ନିୟୁତ ଟନ ମାଲ…
Read More...

“ଭାରତ : ଏକ ସ୍ୱର୍ଣ୍ଣିମ ଯାତ୍ରା” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ସମସ୍ତେ ନିଜର ଦାୟିତ୍ୱ ପାଳନ କଲେ ସମାଜର ଅଧିକାର ସୁରକ୍ଷିତ ରହିବ– ଧର୍ମେନ୍ଦ୍ର ପ୍ରଧାନ• ଜନସାଧାରଣଙ୍କ ସ୍ୱାର୍ଥରେ ଲେଖକ ଶଶାଙ୍କ୍ ମଣିଙ୍କ ଉଦ୍ୟମ ପ୍ରଶଂସନୀୟ• ଗାଁ ମାନଙ୍କରେ ଥିବା ଜ୍ଞାନକୁ ଆଧୁନିକ ଢ଼ଙ୍ଗରେ ଦେଶ ସାମ୍ନାରେ ଉପସ୍ଥାପନ କରିବା ଜରୁରୀ• ଉନ୍ମୋଚିତ ପୁସ୍ତକଟି ଯୁବ…
Read More...

ବ୍ରିଟେନକୁ ପଛରେ ପକାଇ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ

• ଜି-୨୦ ରାଷ୍ଟ୍ରସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା• ସ୍ମାର୍ଟଫୋନ ଡାଟା ଉପଭୋକ୍ତାଙ୍କ କ୍ଷେତ୍ରରେ ବିଶ୍ଵର ୧ ନମ୍ବର ସ୍ଥାନରେ ଭାରତ• ଭାରତରେ ଅଛନ୍ତି ବିଶ୍ଵର ଦ୍ୱିତୀୟ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ• ବିଶ୍ଵ ଖୁଚୁରା ସୂଚକାଙ୍କରେ ସମ୍ପ୍ରତି…
Read More...

ଆଇଆଇଟି ଗୁଡିକ ଦେଶର ଗର୍ବ : ରାଷ୍ଟ୍ରପତି

ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ଉଦ୍ୟାପନ ସମାରୋହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଦେଶର ଗର୍ବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି (ସେପ୍ଟେମ୍ବର୩, ୨୦୨୨) ନୂଆଦିଲ୍ଲୀଠାରେ ଆଇଆଇଟି…
Read More...

ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ୪ ଦିନିଆ ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ କେନ୍ଦ୍ରମନ୍ତ୍ରୀ• ୟୁନେସ୍କୋର ଏଡ଼ିଜିଙ୍କ ସହ ଶିକ୍ଷା- ୨୦୩୦ ଏଜେଣ୍ଡା ଉପରେ ଆଲୋଚନା• ଶିକ୍ଷା, ଦକ୍ଷତା…
Read More...

ସ୍ପର୍ଶ ମାଧ୍ୟମରେ ପ୍ରତିରକ୍ଷା ପେନସନଧାରୀଙ୍କୁ ରେକର୍ଡ ପେନସନ ବିତରଣ

ଡିଜିଟାଲ ପ୍ଲାଟଫର୍ମକୁ ଆସିଲେ ୫.୬ ଲକ୍ଷ ପେନସନଧାରୀ ଦିଲ୍ଲୀ, (ପିଆଇବି) : ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ଆଗେଇ ନେଇ ପେନସନ ପ୍ରଶାସନ ପ୍ରଣାଳୀ- ରକ୍ଷା ବା ସ୍ପର୍ଶ ଦ୍ୱାରା ଅଗଷ୍ଟ, ୨୦୨୨ ମାସରେ ପ୍ରତିରକ୍ଷା ପେନସନଭୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ୩୦୯୦ କୋଟି ଟଙ୍କାରୁ ଅଧିକ ବିତରଣ…
Read More...

ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

ଭାରତୀୟ ପ୍ରମୁଖ ଶିଳ୍ପ ସଂସ୍ଥା ଓ ଶହେରୁ ଅଧିକ ଏମଏସଏମଇ ଦ୍ୱାରା ଯୋଗାଯାଇଥିବା ସ୍ୱଦେଶୀ ଯନ୍ତ୍ରୋପକରଣ ସାହାଯ୍ୟରେ ନିର୍ମିତ ହୋଇଛି ଆଇଏନଏସ ବିକ୍ରାନ୍ତଭାରତୀୟ ସାମୁଦ୍ରିକ ଇତିହାସରେ ତିଆରି ହୋଇଥିବା ସର୍ବବୃହତ ଜାହାଜରେ ରହିଛି ଅତ୍ୟାଧୁନିକ ସ୍ୱୟଂକ୍ରିୟ ବ୍ୟବସ୍ଥାଉପନିବେଶବାଦକୁ…
Read More...

୧ ଏପ୍ରିଲ ୨୦୨୨ରୁ ୩୧ ଜୁଲାଇ ୨୦୨୨ ମଧ୍ୟରେ ହାରାହାରି ୩.୭ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲମାର୍କ ଚିହ୍ନ ଦିଆଯାଇ…

୦୧ ଜୁଲାଇ ୨୦୨୧ରେ ବିଆଇଏସ୍ ପଂଜୀକୃତ ଅଳଙ୍କାର ନିର୍ମାତାଙ୍କ ସଂଖ୍ୟା ୪୩,୧୫୩ରୁ ୦୧ ଅଗଷ୍ଟ ୨୦୨୨ ସୁଦ୍ଧା ୧,୪୩,୪୯୭କୁ ବୃଦ୍ଧି ପାଇଛିସ୍ୱୀକୃତିପ୍ରାପ୍ତ ପରୀକ୍ଷଣ ଏବଂ ହଲମାର୍କ ପ୍ରଦାନ କରୁଥିବା କେନ୍ଦ୍ର ମାନଙ୍କ ସଂଖ୍ୟା ମଧ୍ୟ ୦୧ ଜୁଲାଇ ୨୦୨୧ରେ ୯୪୮ରୁ ୩୧ ଜୁଲାଇ ୨୦୨୨ ସୁଦ୍ଧା…
Read More...

ଅଗଷ୍ଟ ୨୦୨୨ରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ

• ୨୦୨୧ ଅଗଷ୍ଟ ମାସରେ ସଂଗୃହିତ ରାଜସ୍ୱ ତୁଳନାରେ ଅଗଷ୍ଟ ୨୦୨୨ରେ ୨୮% ଜିଏସଟି ରାଜସ୍ୱ ଆଦାୟ• ଅଗଷ୍ଟ ୨୦୨୨ରେ ଓଡ଼ିଶାରେ ୩ ହଜାର ୮୮୪ କୋଟି ଟଙ୍କାର ଜିଏସଟି ସଂଗ୍ରହ; ଗତ ବର୍ଷ ତୁଳନାରେ ୧୭% ଅଧିକ• ଲଗାତାର ୬ ମାସ ପର୍ଯ୍ୟନ୍ତ ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଟପିଲା…
Read More...