ବହୁ ପ୍ରତିକ୍ଷିତ ଚଙ୍ଗରିଆ ନୂତନ ପଞ୍ଚାୟତ ଗୃହ ବିଡିଓଙ୍କ ଦ୍ଵାରା ଶୁଭ ଉଦ୍ଘାଟନ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବହୁ ପ୍ରତିକ୍ଷିତ ନୂତନ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ଗୃହ ଖପ୍ରାଖୋଲ ବିଡ଼ିଓ ରଶ୍ମୀ ରଞ୍ଜନ ରାଉତଙ୍କ କରକମଳରେ ସୋମବାର ଦିନ ଶୁଭ ଉଦ୍ଘାଟିତ ହୋଇଯାଇଛି । ଆୟୋଜିତ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା!-->…
Read More...
Read More...