Browsing Tag

patanagarh news

ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ ଦୋକାନୀଙ୍କଠାରୁ ୯ ହଜାର ଟଙ୍କା ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍‌ଏସି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ବେଳେ ଗତକାଲି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଓ ପୋଲିସର ସହଯୋଗରେ ସହରର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ…
Read More...

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : ମଦ ମୃତ୍ୟୁ ଆଶଙ୍କା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବରପଦର ଗ୍ରାମର ସୁମିତ ଅଦାବର(୨୦)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ରାତିରେ ଘରେ ଖାଇସାରି ଶୋଇବାକୁ ଯାଇଥିଲେ କିନ୍ତୁ ସକାଳୁ ସେ ଉଠି ନଥିବାରୁ ତାଙ୍କ ଅଚେତ ଥିବା ଦେଖି ପାଟଣାଗଡ଼ ଡାକ୍ତରଖାନାକୁ…
Read More...

ଗଛ ଉପରୁ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର : ହତ୍ୟା ନାଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରୁ ଏକ ଗଛ ଉପର ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଲରମ୍ଭା ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଲରମ୍ଭା ପୋଲିସ କୌଣସି ସୂତ୍ରରୁ…
Read More...

ରେଙ୍ଗାଲଜୁରୀର ଗୌନ୍ତିଆ ତଥା ପୂର୍ବତନ ୱାର୍ଡମେମ୍ବର ସଂକିର୍ତ୍ତନ ବରିହାଙ୍କ ଏକାଦଶହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ସାମ୍ବାଦିକ ଗୋରେଖନାଥ ବରିହାଙ୍କ ବଡ଼ବାପା ମଝିଆ ଗୌନ୍ତିଆ ପୂର୍ବତନ ୱାର୍ଡମେମ୍ବର ସଂକିତ୍ତନ ବରିହାଙ୍କ ଏକାଦଶହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଉକ୍ତ…
Read More...

ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆସିଲେନି ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀ, ଆସନ୍ତା ମେ ୧୧…

ପାଟଣାଗଡ଼, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶୁଣାଣି ପାଟଣାଗଡ଼ ଏଡିଜେ କୋର୍ଟରେ ହେବାର ଥିଲା । ମାତ୍ର ପୁଞ୍ଜିଲାଲା ଓକିଲ ଏବଂ ସାକ୍ଷୀ ଅନୁପସ୍ଥିତି ଥିବା କାରଣରୁ ଶୁଣାଣି ତାରିଖ ଘୁଞ୍ଚାଇ ଦିଆଯାଇଛି । ଏହା ପୂର୍ବରୁ ଦୁଇଥର ଶୁଣାଣି…
Read More...

କୁତୁର୍ଲା ନୂତନ ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହ ଉତ୍ସାହ ଉଦ୍ଦୀପନା ସହ ଉଦ୍‌ଯାପିତ

ନବଦିନାତ୍ମକ ଧରି ଶିବମୟ ଭାବ ବିହ୍ୱଳ ଭକ୍ତି ଭାବରେ ବୁଡିଲେ ଶ୍ରଦ୍ଧାଳୁ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଗାଁରେ ବିଖ୍ୟାତ ସ୍ୱୟଂମ୍ଭୁ ଶିବ ମନ୍ଦିର ତଥା ନୂତନ ଭାବରେ ନିର୍ମିତ ଧବଳେଶ୍ୱର ଶିବ ମନ୍ଦିର ଏବଂ ଘସିଏନ ଦେବୀ ମନ୍ଦିର ପ୍ରତିଷ୍ଠା…
Read More...

ପାଟଣାଗଡ଼ ଜବାହରଲାଲ କଲେଜ ଶାଗୁଆନ ଗଛ କାଟିବା ଘଟଣା

ଉପଜିଲ୍ଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ନାମରେ ଥାନାରେ ଅଭିଯୋଗ କଲେ ସାପ୍ତାହିକ ଖବରକାଗଜର ସଂପାଦକ ପ୍ରହଲ୍ଲାଦ ପାଢ଼ିସଭାପତି ଓ କଲେଜ ଅଧ୍ୟକ୍ଷଙ୍କ ଜ୍ଞାତ ସାର ଶାଗୁଆନ ଗଛ କଟା ଯାଇଥିବା ଅଭିଯୋଗ ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ର ସାପ୍ତାହିକ ଖବରକାଗଜର ସମ୍ପାଦକ…
Read More...

୪୨ ବୋତଲ କଫ୍‌ ସିରପ ଜବତ : ଜଣେ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ଧୁମାଭଟା ବସଷ୍ଟାଣ୍ଡରୁ ୪୨ ବୋତଲ ବେଆଇନ କଫ୍‌ ସିରପ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ହେଲେ ଧୁମାଭଟା ଗ୍ରାମର ଧରଣି ଧର ପ୍ରଧାନ (୪୧) । କୋର୍ଟରେ ଜାମିନ…
Read More...

ଦୁଇ କାର୍‌ ମୁହାଁମୁହିଁ ଧକ୍କା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼-ଖପ୍ରାଖୋଲ ରାସ୍ତାର ବାଲିପଟା ଛକ ନିକଟରେ ଦୁଇ କାର୍‌ (ଓଡି ୧୫ ଏନ୍‌ ୮୧୯୦) ଓ (ଓଡି ୦୩ ଏଫ୍‌ ୭୨୨୯) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୌଭାଗ୍ୟ ବଶତଃ ଉଭୟ କାର୍‌ର ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ବଲାଙ୍ଗିର ପଟରୁ ଏକ କାର୍‌…
Read More...

ଲୁହାସିଂହା କଲଙ୍ଗାପଡାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରାମର କଲଙ୍ଗାପଡାରେ ଚବିଶ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୮ରୁ ୨୧ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ…
Read More...