Browsing Tag

paradip news

ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ମାଛଧରା ବାରଣ

ପାରାଦୀପ : ସମୁଦ୍ରକୂଳରେ ମାଛ ଧରିବା ମନା । ଆଜିଠାରୁ ସରକାରଙ୍କ ତରଫରୁ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ବଂଶ ବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ, ତଟରକ୍ଷୀ ବାହିନୀ, ବିଭିନ୍ନ ସାମୁଦ୍ରିକ ଥାନା ସହିତ ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟଜୀବୀ ମାନଙ୍କୁ ସୂଚନା ଦିଆଯିବା ସହିତ…
Read More...

ପାରାଦୀପ ମେଡିକାଲରେ ନର୍ସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ମେଡିକାଲରେ ନର୍ସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଶନିବାର ମେଡିକାଲ୍ ଡ୍ୟୁଟିରେ ଥିବା ବେଳେ ନର୍ସଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରର…
Read More...

ପୋଲିଂ ପାର୍ଟି ଯାଉଥିବା ବସରେ ଲାଗିଲା ନିଆଁ

ପାରାଦୀପ : ପାରାଦୀପ ଭୂତମୁଣ୍ଡାଇ ଗ୍ରାମରେ ପୋଲିଂ ପାର୍ଟି ଯାଉଥିବା ବସରେ ଲାଗିଲା ନିଆଁ ଲାଗିଯିବା ଫଳରେ ୧୫ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋଟ ଥିବା ବେଳେ ଗତକାଲି ପୋଲିଂ ପାର୍ଟି ବସ୍ ଯୋଗେ ଯାଉଥିଲେ । ଭୂତମୁଣ୍ଡାଇ ଗ୍ରାମ ମଝିରେ ଥିବା ଏକ…
Read More...

ପାରାଦୀପ ସନ୍ନିକଟ ଶିଳ୍ପାଞ୍ଚଳର ୪୦୦ କେଭି ଟ୍ରାନ୍ସମିଶନ ଲାଇନର ଭୂମି ପୂଜନ ସମ୍ପର୍ଣ୍ଣ

ପାରାଦୀପ : ପାରାଦୀପ ବନ୍ଦରାଞ୍ଚଳ ଏବଂ ସନ୍ନିକଟ ଶିଳ୍ପାଞ୍ଚଳର ଶକ୍ତି ଆବଶ୍ୟକତା ପୂରଣ ଲକ୍ଷ୍ୟରେ ଏକ ନୂତନ ୪୦୦ କେଭି ଟ୍ରାନ୍ସମିଶନ ଲାଇନର ଆରମ୍ଭ ହୋଇଥିବା ବେଳେ ଗତକାଲି ଏହି ବ୍ୟୟ ବହୁଳ ମେଗା ବିଦ୍ୟୁତ ସରବରାହ ଲାଇନର ଭୂମି ପୂଜନ ପାରଦୀପ ଗଡ଼ ନିକଟରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଅଚାନକ ଚଢ଼ାଉ କଲା ପୋଲିସ ନକଲି ମଶାବତୀ କାରଖାନା ଉପରେ, ୧ ଗିରଫ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନାରେ ପୋଲିସ ଅଚାନକ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅନେକ ଦିନ ହେବ ସ୍ଲିପ୍‌ ୱେଲ୍‌ କମ୍ପାନୀ ନାମରେ ମଶାବତୀ ତିଆରି କରି ଖୁଲମ୍‌ଖୁଲା ବ୍ୟବସାୟ ଚାଲିଥିଲା । ଏହା ଜାଣି…
Read More...

ଓଡିଶା ସାମ୍ବାଦିକ ସଂଘ ଓ ପାରାଦୀପ ପ୍ରେସ ମିଡିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ପାରାଦୀପ : ଓଡିଶା ଗଣମାଧ୍ୟମ ଜଗତର ଉଦିୟମାନ, ଦକ୍ଷ ଓ ସାହାସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଓଡିଶା ସାମ୍ବାଦିକ ସଂଘ ଓ ପାରାଦୀପ ପ୍ରେସ ମିଡିଆ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ…
Read More...

ନିଷ୍କ୍ରିୟ ହେଲା “ୟାସ”ର ପ୍ରଭାବ : ପାରାଦୀପରେ ଜିରୋ କାଜୁଆଲ୍‌ଟି ଅଭିଯାନ ସଫଳ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମେ ୨୬ ତାରିଖ ବୁଧବାର ଦିନ ବାତ୍ୟା “ୟାସ” ପାରାଦୀପ ନିକଟ ଦେଇ ବାଲେଶ୍ୱର ଓ ଦୀଘାରେ ଲ୍ୟାଣ୍ଡଫଲ କରିବାର ଆକଳନ କରିଥିଲା ଏବଂ ଏହି ସମୟରେ ଘଣ୍ଟା ପ୍ରତି ୧୬୦ରୁ ୧୮୫ ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷାର ସୂଚନା…
Read More...

ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି

ପାରାଦୀପ, (କେପିଏନ୍‌ଏସ୍‌) : ପାରାଦୀପ ଅଞ୍ଚଳରେ ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି । ଏନ୍‌ଡିଆର୍‌ଏଫ୍‌ର ଏବଂ ଓଡ୍ରାଫ୍‌ର ଏକାଧିକ ଟିମ୍ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି । ରାଜ୍ୟ ସୂଚନା ଓ ଲୋକ…
Read More...

ପାରାଦୀପରେ ବାତ୍ୟା ୟସ୍‌ ମୁକାବିଲା ପାଇଁ ଆଇଜି ଅପରେସନ ଅମିତାଭ ଠାକୁର

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଆଇଜି ଅପରେସନ ବାତ୍ୟା ୟସ୍‌ ମୁକାବିଲା ପାଇଁ ଅମିତାଭ ଠାକୁର ପହଞ୍ଚିଛନ୍ତି । ପାରାଦୀପ ଥାନାରେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ସହ ଆଲୋଚନା କରି ବାତ୍ୟା ଓ…
Read More...

ପାରାଦୀପରେ ୟସ୍‌ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ଓ ପବନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ୟସ ପ୍ରଭାବରେ ବର୍ଷା ଓ ପବନ ଆରମ୍ଭ ହୋଇଗଲାଣି । ତେବେ ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ ରୂପ ନେବ । କାଲି ଆହୁରି ଘନୀଭୂତ ହୋଇ ଅତିପ୍ରବଳ ବାତ୍ୟା ହେବ ବୋଲି…
Read More...