Browsing Tag

padmapur news

ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓ ନେହେରୁ ଯୁବାକେନ୍ଦ୍ରର 'ମିଶନ ଲାଇଫଷ୍ଟାଇଲ ଫର୍ ଏନ୍‌ଭାରମେଣ୍ଟ' କାର୍ଯ୍ୟକ୍ରମ ତରଫରୁ ଗାଁରେ ଥିବା ନୂଆଁମୁଡ଼ା…
Read More...

ଗରିବ ଆଦିବାସୀଙ୍କ ଜମିର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ହଡପ : ପୋଲିସ ଚୁପ୍‌ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର ଭଣ୍ଡାରଜୁରୀ ଗ୍ରାମର ପାଖାପାଖି ୧ ଶହ ଏକର ଜମିରୁ ଅଧିକ ଆଦିବାସୀମାନଙ୍କ ଜମି ଉପରେ ଝାରବନ୍ଧ ବ୍ଲକ କନ୍ଧାଡଙ୍ଗର ଗ୍ରାମର ପବିତ୍ରା ପ୍ରଧାନ ଲକ୍ଷ ଲକ୍ଷ ଟଙ୍କା…
Read More...

ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟରେ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ଚୁଡାମଣି ବାରିକଙ୍କ ସଭାପତିତ୍ୱରେ କୃତି ଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ଗତ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ…
Read More...

ପଣ୍ଡରା ସମାଜର ବାର୍ଷିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଂଚାୟତର ଚାରପାଲି ଗ୍ରାମରେ ପଣ୍ଡରା ସମାଜର ଏକ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ବରିଷ୍ଠ ବ୍ୟକ୍ତି ଗୋବିନ୍ଦ ଦିଶ୍ରୀ ସଭାପତିତ୍ୱ କରିଥିଲେ । ଏହି ସଭାରେ ସମାଜର ଆର୍ଥିକ ଉନ୍ନତି ଓ ସାମାଜିକ…
Read More...

ପାଇକମାଲ ହାଇସ୍କୁଲରେ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ ଗ୍ରେଡ ପାଇଥିବା ଛାତ୍ର ପ୍ରୀତମ ସ୍ୱାଇଁ ଓ ସୌରଭ ପ୍ରଧାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଚଳିତ…
Read More...

ଅସହାୟର ବନ୍ଧୁ ସଂକଳ୍ପ ପରିବାରର ସହାୟତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ଥିବା ଏକ ଅସହାୟ ଶବକୁ ସମ୍ମାନର ସହିତ ସତ୍କାର କରିଛି ଅସହାୟର ବନ୍ଧୁ ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଅତାବିରା ଥାନା…
Read More...

ସରପଞ୍ଚମାନଙ୍କ ଗୁହାରି ଶୁଣିଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କିଛି ଦିନ ତଳେ ଗାଇସିଲେଟ ସରପଞ୍ଚ ସଂଘ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ୧୦ ଦଫା ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ତୁରନ୍ତ କିଛି ବିଭାଗୀୟ…
Read More...

ଡ. ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୮ ତାରିଖ ରବିବାର ଦିନ ସନ୍ଧ୍ୟା ୦୬ ଘ.ରେ ପଦ୍ମପୁର ଆର.ବି.ହାଇସ୍କୁଲ ସମ୍ମିଳନୀ କକ୍ଷରେ 'ଆଗାମୀ ସାହିତ୍ୟ ସଂସଦ' ପଦ୍ମପୁର ତରଫରୁ ବିଶିଷ୍ଟ ସଂସ୍କୃତି ବିଦ୍ୱାନ, ବାଗ୍ମୀ, ସୁଲେଖକ କବି ପ୍ରଜ୍ଞା ପୁରୁଷ ଡ. ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ଉତ୍ସବ…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବର୍ଷ ମଧ୍ୟ ହାଇସ୍କୁଲ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ଅର୍ଜନ କରିଛି । ୮୮ ଜଣଙ୍କ ମଧ୍ୟରୁ A1 ଗ୍ରେଡରେ ୦୩ ଜଣ ସୌମ୍ୟ ରଂଜନ ସାହୁ ୯୪%, ରୀତା ଜାଲ ୯୨.୧୬%, ସ୍ୱାଗତିକା ଶତପଥି ୯୦.୫% ପାଇଥିବା…
Read More...

ମା’ ମାଉଳି ନାଇଟ କ୍ରିକେଟ୍ : ମହୁଲପାଲି କେସିସି ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦର୍ବେକେଲାଠାରେ ମା' ମାଉଳି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ୨ୟ ମା' ମାଉଳି ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସୋମବାର ଉଦ୍‌ଘାଟନୀ ସନ୍ଧ୍ୟାରେ ସୁନୀଲ ବେହେରା ମୁଖ୍ୟ ଅତିଥି ଓ ଫୁଲ ଚନ୍ଦନ ବରିହା…
Read More...