Browsing Tag

padmapur news

ଉଦ୍ଭିଦ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ୨୦୨୪ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନର ଫଳ ପ୍ରକାଶ ପାଇଛି । ଉଦ୍ଭିଦ ବିଜ୍ଞାନ ବିଭାଗରେ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞ୍ୟା ପରୀମିତା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଗାଇସିଲଟ ବ୍ଲକ
Read More...

ଲୋକକଳାକୁ ଉଦ୍‌ଜୀବିତ କରିପାରିଛି ସଚେତନ ହେମାର ମାରଜିନାଲ୍‌ଇଜ୍‌ ଲୋକନାଟ୍ୟ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଓ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହଯୋଗରେ ଆୟୋଜିତ ମାର୍ଜିନା ଫୋକ ଥିଏଟର୍‌ ମହୋତ୍ସବରେ ପ୍ରଥମ ସନ୍ଧ୍ୟାରେ ଅତିଥି ଭାବରେ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ କଳାକାର ଆନନ୍ଦ ବାଗ, ରାଜେଶ ବହିଦାର,
Read More...

ଅବ୍ୟବସ୍ଥା ଘେରରେ ନୃସିଂହନାଥ ପୀଠ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷ ଓଡିଶା ପ୍ରାନ୍ତରେ ବରଗଡ଼ ଜିଲ୍ଲାର ପବିତ୍ର ଗନ୍ଧମାର୍ଦ୍ଦନ କୋଳରେ ଅଛି ନୃସିଂହନାଥ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ପ୍ରଭୁ ମାର୍ଯ୍ୟାର କେଶରୀ କେଉଁ କେତେ ଆବାହନ କାଳରୁ । ବିରାଡ଼ି ବେଶରେ ଛକି ବସିଛନ୍ତି ମୂଷିକ ଦୈତ୍ୟକୁ ମାରିବା ପାଇଁ,
Read More...

ବିଦ୍ୟୁତ କର୍ମଚାରୀଙ୍କ ଅବହେଳାରୁ ପୋଡିଲା ଟ୍ରାନ୍ସଫର୍ମର : ଗ୍ରାମବାସୀ ଅନ୍ଧାରରେ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀରୁ ୫୦ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ତା'ର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମରେ । ଟାଟା
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶତପ୍ରତିଶତ ଫଳାଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ ୧୦୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଏ୧ରେ ୩ ଜଣ ମିତ୍ରାବରୁଣ ଦାଶ-୯୨%, ନମ୍ରତା ମଗର-୯୦.୫% ଓ ପଲକ୍ ପଠୀ-୯୦% ମାର୍କ ପାଇଥିବା ବେଳେ ଏ୨-୧୨ଜଣ, ବି୧-୩୯ଜଣ,
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅକ୍ଷୟ ତୃତୀୟା ଦିବସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଅଭିନନ୍ଦନୀୟ ସଫଳତା ହାସଲ କରିଛନ୍ତିି । ସମ୍ବଲପୁର
Read More...

ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ଅଭିଭାବକ ଓ ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ଼. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ଭୋଟର ସଚେତନତା ରେଲି ଓ ନବାଗତା ଛାତ୍ରୀଙ୍କୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୂଡ଼ାମଣି ବାରିକଙ୍କ ନିର୍ଦ୍ଦେଶ କ୍ରମେ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜ ବୋରା ସମ୍ବର ଲୋକନାଥ
Read More...

ମହିଳାଙ୍କୁ ମାରି ସମୁଦ୍ରରେ ପକାଇବା ଧମକ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ତିନି ଅଭିଯୁକ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁରରେ ତିନିଜଣ ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିବାକୁ ଧମକ ଦେବା ମାମଲାର ଶୁଣାଣି କରି ଆଜି ଛତ୍ରପୁର ଏସ୍‌ଡ଼ିଜେଏମ୍ ପ୍ରୀତିଶ କୁମାର ରଥ, ଅଭିଯୁକ୍ତ ହରିପୁର
Read More...

ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ନିର୍ମଳ ଭାବମୂର୍ତ୍ତି, କର୍ମଠ ତଥା ସମୟାନୁବର୍ତ୍ତୀ କର୍ମଚାରୀ ଭାବରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ତାଙ୍କର କାର୍ଯ୍ୟ
Read More...