Browsing Tag

padmapur news

ମିଶନ ପ୍ଲାଣ୍ଟେସନ୍‌ ବୃକ୍ଷ ହିଁ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମିଶନ ପ୍ଲାଣ୍ଟେସନ୍‌ ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ, ଆଧୁନିକ ଯୁଗରେ ମଣିଷ ସୌନ୍ଦର୍ଯ୍ୟକୁ ପ୍ରାଥମିକତା ଦେବା କାରଣରୁ ବର୍ଷ ବର୍ଷ ଧରି ଲୋକଙ୍କୁ ଛାଇ ଯୋଗାଉ ଥିବା ଗଛକୁ ମଧ୍ୟ କାଟି ଧ୍ୱସଂ କରାଯାଉଛି । ଯାହା ଫଳରେ ପ୍ରତ୍ୟେକ
Read More...

ତ୍ରିଦିବସୀୟ ବ୍ଲକସ୍ତରୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ଯୁଗ ସହତାଳ ମିଳାଇ ଭବିଷ୍ୟତର ଆହ୍ୱାନକୁ ସମ୍ମୁଖୀନ ହେବା ଲକ୍ଷ୍ୟ ନେଇ ନୂତନ ଭାବରେ ହାଇସ୍କୁଲ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କୌଶଳୀ ପାଠ୍ୟକ୍ରମ ସମ୍ପର୍କିତ ପ୍ରଶିକ୍ଷଣ ପଦ୍ମପୁର ସରକାରୀ
Read More...

ପରିବେଶ ସୁରକ୍ଷା ପାଇଁ ପୋଷ୍ୟ ଗ୍ରାମ ନିଲାଥରରେ ଫଳ ଚାରା ବଣ୍ଟନ ଓ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷରୋପଣ ପାଇଁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିବା ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂସଡା ଗ୍ରାମ ପଞ୍ଚାୟତ ନିଳାଥର ଗ୍ରାମରେ ଜାତୀୟ ବନ ମହୋତ୍ସବ ଅବସରରେ ରାଜ୍ୟ ତଥା ଜାତୀୟ ଖ୍ୟାତିସମ୍ପନ୍ନ ଉଦ୍ୟାନ ଚାଷୀ ଚୁଣ୍ଡୃ ସତ୍ୟନାରାୟଣ ଓରଫ୍ ବାବୁ ରାଓଙ୍କ
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ କମିଟିର ସଭାପତି ଡା. ଦେବାଶିଷ ରଥଙ୍କ ସଭାପତିତ୍ୱରେ ଚଳିତ ବର୍ଷ ୨୦୨୪ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୦୭.୦୭ ୨୦୨୪ ରବିବାର ରଥଯାତ୍ରା ଦିନ ଅପରାହ୍ନ ୬ଟା
Read More...

ତ୍ରିଦିବସୀୟ ଜିଜ୍ଞାସା ପ୍ରଶିକ୍ଷଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଜିଜ୍ଞାସା ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ
Read More...

ଜେନିଥ୍ ଲାୟନ୍ସ ଗୁରୁକୂଳରେ ରକ୍ତଦାନ ଶିବିର : ୩୫ ୟୁନିଟ ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜେନିଥ୍ ଲାୟନ୍ସ ଗୁରୁକୂଳ ଶିକ୍ଷାନୁଷ୍ଠାନର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ କର୍ମଚାରୀ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ମୁଖ୍ୟ ଅତିଥି ଭାବରେ ପଦ୍ମପୁରର ବରିଷ୍ଠ ଡାକ୍ତର
Read More...

ବନମାଲ ଗଣ୍ତାପଡାରେ ଆଣ୍ଠୁଏ ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟତ ସମିତି ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ବନମାଲ ଗଣ୍ତାପଡା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି । ଏହି ରାସ୍ତାରେ ପ୍ରାୟ ୧୫୦ ପରିବାର ବସବାସ କରିବା ସହିତ ଯାତାୟାତ କରନ୍ତି । ପଡାକୁ ଯିବାପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ଯାହା
Read More...

ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ରଥଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦର୍ବେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ରଥ ଅବସର ଗ୍ରହଣ କରିଛନ୍ତି । ସେ ୧୯୯୦ ମସିହାରେ ଫଲସାପାଲି ଉନ୍ନୀତ ବିଦ୍ୟାଳୟରୁ ଶିକ୍ଷକ ଭାବେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ବନୁପାଲି,
Read More...

ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରୁ ଆଜି ଅବସର ଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷୟତ୍ରୀ ବିବେକାନନ୍ଦ ମହାପାତ୍ର (ସି. ଏମ୍‌. ୟୁ. ପି. ଏସ୍‌. ପଦ୍ମପୁର), ବିନୋଦ ବିହାରୀ ରଥ, (ସରକାରୀ ୟୁ. ପି. ଏସ୍‌. ଦର୍ବେକେଲା),
Read More...

ମମତା ଯୋଜନାର ମହାଘୋଟାଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ପଞ୍ଚାୟତ ଦହିଗାଁ (କ)କେନ୍ଦ୍ରର ଅଙ୍ଗନୱାଡି ଦିଦି ଗନ୍ଧବୀ ସାହୁ ମମତା ଯୋଜନର ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଦହିଗାଁର ମମିତା ବରିହା (୩୧) ସ୍ୱାମୀ ସୁକୁମାର ବରିହା ଅଭିଯୋଗ ଅନୁଯାୟୀ ମମତା ଯୋଜନାର ୭ ହଜାର ଟଙ୍କା
Read More...