ବର୍ଷା ସମୟରେ ଭୂମିହୀନଙ୍କ ଜବରଦଖଲ ଘର ଉଚ୍ଛେଦ ପ୍ରକ୍ରିୟା : ପଦ୍ମପୁରରେ ଜନ ଅସନ୍ତୋଷ
ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ପ୍ରଶାସନ ଦେଲା ୨ ମାସ ସମୟ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ମହିଳା ମହାବିଦ୍ୟାଳୟ ପଛପଟେ ଥିବା ଗରିବ କୁଟିରକୁ ବର୍ଷା ସମୟରେ ଭାଙ୍ଗିବା ପାଇଁ ପଦ୍ମପୁର ତହସିଲଦାର ପୋଲିସ ନେଇ ପହଞ୍ଚିବା ସମୟରେ ନିରିହ!-->!-->!-->…
Read More...
Read More...