ଅର୍ଦ୍ଧଦଗ୍ଧ ଶିଶୁକନ୍ୟାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ପଦ୍ମପୁର, (ନିରୋଜ କୁମାର ପାଣୀ ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ଡା ଗ୍ରାମର ଲିଲି ଛତର (୧୦) ଗତ ଅଗଷ୍ଟ ୧୫ ତାରିଖରେ ଗରମ ଭାତ ହାଣ୍ଡିରେ ପଡିଯିବାରୁ ଗରମ ତୋରାଣି ପଡ଼ି ୩୨ ପ୍ରତିଶତ ଦେହ ପୋଡ଼ିଯାଇଥିଲା । ତାକୁ ସେହିଦିନ ପ୍ରଥମେ ପଦ୍ମପୁର ଉପଖଣ୍ଡ!-->…
Read More...
Read More...