ମିଠାପାଲି ଗ୍ରାମରେ ନୂଆଁଖାଇ ଭେଟ୍ଘାଟ୍
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଗ୍ରାମରେ ନୂଆଁଖାଇ ଧୁମ୍ଧାମ୍ରେ ପାଳନ କରାଯାଇଛି । ନୂଆଁଖାଇ ପରେ ଅପରାହ୍ନ ୪ଟାରେ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମ ପରିଚାଳନା କମିଟିର ସଭାପତି ତ୍ରିଲୋଚନ ସାହୁ,!-->…
Read More...
Read More...