Browsing Tag

padmapur news

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ବାର୍ଷିକ ସମ୍ମିଳନୀ ଓ ରକ୍ତ ଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ସରସ୍ୱତି ବିଦ୍ୟା ମନ୍ଦିର ପରିଷରରେ ପୂରାତନ ଛାତ୍ର ପରିଷଦ ତରଫରୁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଅସବସରରେ ୩ୟ ବାର୍ଷିକ ସମ୍ମିଳନୀ ଏବଂ ସମ୍ବାଦ ଆମ ଓଡିଶା ମିଳିତ ଆନୁକୁଲ୍ୟରେ ଏକ ରକ୍ତ…
Read More...

ଝାରବନ୍ଧ ଆଞ୍ଚଳିକ ବ୍ରାହ୍ମଣ ସମାଜର ଗାୟତ୍ରୀ ମଣ୍ଡପ ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ସ୍ଥିତ ପାହାଡ଼ ଶୀର୍ଷରେ ଥିବା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବ୍ରାହ୍ମଣ ସମାଜର ବାର୍ଷିକ ସଭା ଏବଂ ଗାୟତ୍ରୀ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଞ୍ଚଳିକ ବ୍ରାହ୍ମଣ ସମାଜର ସଭାପତି ଝସକେତନ…
Read More...

ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନରେ ପଦ୍ମପୁରର କବି ପ୍ରେମାନନ୍ଦ ବେହେରା ସମ୍ମାନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜଭୂମି କୁଲାଡ଼ଠାରେ ବରଗଡ଼ ଜିଲ୍ଲା ଅ‌ନ୍ତର୍ଗତ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କବି ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଙ୍ଗଠନ…
Read More...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପାଇକମାଲ ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଆଜି ଦିନିକିଆ ପାଇକମାଲ ଗ୍ରସ୍ତରେ ଆସି ନୃସିଂହନାଥ ମନ୍ଦିରକୁ ଯାଇ ପ୍ରଭୁ ନୃସିଂହନାଥଙ୍କ ଦର୍ଶନ କରିଛନ୍ତି । ନୃସିଂହନାଥ ମନ୍ଦିର ସିଂହଦ୍ୱାର ନିକଟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସ୍ୱାଗତ…
Read More...

ପଦ୍ମପୁର ରଜାପଡ଼ାରୁ ଭେଉଁ‌ରିଆ ଛକକୁ ବାଇପାସ୍ ରାସ୍ତା କରାଯାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ବଲାଙ୍ଗୀର ଠାରୁ ପଦ୍ମପୁର ସହରକୁ ଆସିଥିବା ରାସ୍ତା ଭେଉଁ‌ରିଆ ଛକରୁ ନୂଆପଡ଼ା, ବରଗଡ଼, ଛତିଶଗଡ଼କୁ ସଂଯୋଗ କରିଥିବାରୁ ଲୋକଙ୍କର ନିତିଦିନ ଭିଡ଼ ହେଉଥିବାରୁ ସବୁ ଦିନ…
Read More...

ଅଖିଳ ଭାରତୀୟ ଗୋଁଣ୍ତୱାନା ମହାସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମରେ ଅଖିଳ ଭାରତୀୟ ଗୋଁଣ୍ତୱାନା ମହାସଭା ଭାଗୀରଥି ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ଗୋଁଣ୍ତୱାନା ସମାଜର ସଭାପତି ଶ୍ୟାମ ସୁନ୍ଦର ଭୋଇ,…
Read More...

ମୋ ସ୍କୁଲ ଅଭିଯାନରେ ଗ୍ରାମବାସୀଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମାଣ୍ତିଆଢିପା ଗ୍ରାମପଞ୍ଚାୟତ ଚୁହାପାଲି ସେବାଶ୍ରୀ ଠାରେ ଆଜି ଶୁକ୍ରବାର ଦିନ ମୋ ସ୍କୁଲଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର…
Read More...

ଟାଟା ଧାନ୍ୟା ସିଡ୍‌ସ୍‌ ପକ୍ଷରୁ ଟମାଟୋ ଚାଷୀଙ୍କ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବାଦିକଟା ଗ୍ରାମରେ ଟାଟା ଧାନ୍ୟା ସିଡ୍‌ସ୍‌ ପକ୍ଷରୁ ଟମାଟୋ ଚାଷୀଙ୍କ କର୍ମଶାଳା ଅନୁଷ୍‌ଷ୍ଠିତ ହୋଇଯାଇଛି । ଚାଷୀମାନେ ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ ଏହି ସମାବେଶରେ ଟାଟା ଧାନା ସିଡସ କମ୍ପାନୀ ତରଫରୁ ସାଗର ମିଶ୍ର,…
Read More...

ବରିକେଲ ନୂଆଁପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବରିକେଲ ନୁଆଁପଡାରେ ୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭରତ ପଣ୍ତା ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ଦିନର ଖେଳରେ ପଦ୍ମପୁର ଦଳ ଓ…
Read More...

ଗୁଠୁର୍ଲାରେ ଗୁହାଳ ପୋଡ଼ିଗଲା, ଅଳ୍ପକେ ବଳଦ ବଞ୍ଚିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତ ଗୁଠୁର୍ଲା ଗ୍ରାମରେ ଏକ ଗୁହାଳ ପୋଡ଼ି ଯିବାରୁ ଅଳ୍ପକେ ବଳଦ ବଞ୍ଚିଲା । ପ୍ରକାଶ ଯେ, କୌଣସି କାରଣରୁ ଗୁହାଳରେ ନିଆଁ ଲାଗି ଯାଇଥିବା ଫଳରେ ଗୁହାଳଟି ପୋଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା । ଦମକଳ ବାହିନୀ…
Read More...