Browsing Tag

padmapur news

ପାଇକମାଲରେ ମୋ’ ସ୍କୁଲ ଅଭିଯାନ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ଵରେ ମୋ ସ୍କୁଲ ଅଭିଯାନର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ…
Read More...

ଅମଠି ଷ୍ଟେଟ ବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ ଅଜଣାତରେ କଟିଥିବା ଟଙ୍କା ଫେରସ୍ତ ଦାବୀରେ ଆମରଣ ଅନଶନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଷ୍ଟେଟ ବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ ଅଜଣାତରେ କଟିଥିବା ଟଙ୍କା ଫେରସ୍ତ ଦାବୀରେ ଆମରଣ ଅନଶନ ଚାଲିଛି । ଆଜି ପୂର୍ବାହ୍ନ ୧୦ ଟାରୁ ଏତେ ବେଳଯାଏଁ ଧାରଣାରେ ବସିଛନ୍‌ନ୍ତି ହିତାଧିକାରୀ । ହେଲେ କେହି…
Read More...

ଗାଁର ନାଁ ଯୁବାଖୋଲ ରଖାଯିବା ପଛରେ ଥିବା କି‌ମ୍ବଦ‌ନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧୀନରେ ଥିବା ଯୁବାଖୋଲ ଗାଁର ନାଁ ଏଇ ଭଳିଆ ରଖାଯିବାର କି‌ମ୍ବଦ‌ନ୍ତୀଟିଏ ରହିଛି । ଯୁବାଖୋଲ ଗାଁର ନାମ ଦୁଇଟି ଶବ୍ଦରେ ମିଶ୍ରଣରେ ହୋଇଛେ । ଆଗରୁ ଗାଁରେ ବହୁତ ଜଙ୍ଗଲ ଥିଲା । ଏବେ ବି…
Read More...

ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳ ଦ୍ୱାରା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳ ଦ୍ୱାରା ମଣ୍ଡଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ କରାଯାଇଛି । ଏହି ଅବସରରେ ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ ବ‌କ୍ତବ୍ୟ ଦେଇ କହିଥିଲେ ଯେ, ଉପାଧ୍ୟାୟ ଜୀ ଆଇଏଏସ୍‌ ଥିଲେ,…
Read More...

କୃଷକ ସଂଗଠନ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର କୃଷକ ସଂଗଠନ ତରଫରୁ ଆଜି ଉପଜିଲ୍ଲାପାଳଙ୍କ କାର୍ୟାଳୟ ଘେରାଉ କରାଯାଇଛି। ଉପଜିଲ୍ଲାପାଳଙ୍କ ଚୁକ୍ତି ମୁତାବକ ୧୦ ଦିନ ଭିତରେ ସମସ୍ତ ଧାନ ମଣ୍ଡିରୁ ଧାନ ଉଠିବା କଥା, କିନ୍‌ନ୍ତୁ ତଥାପି ଆଜି ଯାଏଁ ଧାନ ଉଠିଲା ନାହିଁ । ଯାହାଫଳରେ…
Read More...

ସୀତା ଦେବୀ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଗ୍ରାମର ସମାଜସେବୀ ଭରତ ଚ‌ନ୍ଦ୍ର ସାହୁଙ୍କ ସହଧର୍ମିଣୀ ସୀତା ସାହୁ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ସେ ଯକୃତ ରୋଗରେ ପୀଡିତ ଥିଲେ । ତାଙ୍କ ଅନ୍ତ୍ୟେଷ୍ଟି ସଂସ୍କାର ବୈଦିକ ରୀତି ଅନୁସାରେ ପଣ୍ଡିତ ହରିଶ୍ଚନ୍ଦ୍ର…
Read More...

ଶ୍ରୀରାମ ଜନ୍ମଭୂମି ନିଧି ସମର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀରାମ ଜନ୍ମଭୂମି ପବିତ୍ର ତୀର୍ଥ କ୍ଷେତ୍ର ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସମର୍ପଣ ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଘେସରାରେ ଏକ ନିଧି ସଂଗ୍ରହ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀଙ୍କୁ ସାଧ୍ୟମତେ…
Read More...

ଲକ୍ଷେଘର ଗଣ୍ଡା ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାମସେଠ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଡୁଡୁକିଝରିଆ ଖେଳପଡିଆ ଠାରେ ଲକ୍ଷେଘର ଗଣ୍ଡା ସମାଜର ଏକ ସାଧାରଣ ବୈଠକ ପାଇକମାଲ ସର୍କିଲ ବ୍ଲକ ସଭାପତି ଧନୁ ଦୀପଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଲକ୍ଷେଘର ଗଣ୍ଡା ସମାଜ ଜାମସେଠ ପଞ୍ଚାୟତ…
Read More...

ବଲ୍ଲଭ କରୁଣା ମେମୋରିଅଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଖଣ୍ତ ଧୁମାଭଟା ଗ୍ରାମରେ ବଲ୍ଲଭ କରୁଣା ମେମୋରିଅଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ତ୍ରିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ଭିଲ, ଅବସର ପ୍ରାପ୍ତ ଶିକ୍ଷକ ସୌକିଲାଲ ପାଣ୍ତେ ଅତିଥି ଭାବରେ ଯୋଗଦାନ…
Read More...

ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସୋହେଲା ଡାକ ବଙ୍ଗଳା ଠାରେ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବୈଠକ ଅସିତ୍ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲା ଓ ବ୍ଲକ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ । କୋରୋନାରେ…
Read More...