Browsing Tag

padampur news

ବୁକୁରାମୁଣ୍ଡାରେ ମୁଖ୍ୟ ତୋରଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମରେ ନବନିର୍ମିତ ମୁଖ୍ୟ ତୋରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତୋରଣକୁ ଉଦ୍‌ଘାଟନ କରିଥିଲେ ।…
Read More...

ଯୁବନେତା ମଦନ ଦୀପଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ମଦନ ଦୀପଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରଚାର ପରେ ଗାଇସିଲେଟ ସମେତ ସମଗ୍ର ବରଗଡ଼ ଜିଲ୍ଲାରେ ଶୋକର ଛାୟା…
Read More...

ନୃସିଂହନାଥ ମନ୍ଦିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଦିବା ୧୦ ଘଟିକା ୧୧ମିନିଟ ୧୬…
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ପ୍ରଥମେ ଗଙ୍ଗାଧର ଜ୍ୟୋତିକୁ ସ୍ୱାଗତ କରାଯାଇଥିଲା । ଅତିଥିବୃନ୍ଦ ଓ ଶିକ୍ଷକ…
Read More...

ଅଞ୍ଚଳ ମହାବିଦ୍ୟାଳୟରେ ପବିତ୍ର ଗଙ୍ଗାଧର ଜ୍ୟୋତି ଯାତ୍ରାକୁ ଭବ୍ୟ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ବରପାଲିରୁ କବିବରପୁର ଅଭିମୁଖେ ଯାଉଥିବା ପବିତ୍ର ‘ଗଙ୍ଗାଧର ଜ୍ୟୋତି ଯାତ୍ରା’କୁ ପଦ୍ମପୁର ସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଭକ୍ତିପୂତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହାବିଦ୍ୟାଳୟର…
Read More...

କନସିଂହା ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କନସିଂହା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଶ୍ରୀ ରୋଶନୀ ଦେହେରୀ ସମସ୍ତଙ୍କୁ ସ୍ୱାଗତ…
Read More...

ପାଇକମାଲରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପ୍ରାଣୀ ଚିକିତ୍ସାଳୟ ପରିସରରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ବଳଦ ଓ ଗାଈମାନଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା ଓ ରକ୍ଷା ବନ୍ଧନର ପରମ୍ପରା ମଧ୍ୟ ନିର୍ବାହନ…
Read More...

ମାଣ୍ଡୋସିଲକୁ ପହଞ୍ଚିଲା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପାର୍ଥିବ ଶରୀର

ଅଞ୍ଚଳରେ ଶୋକାକୁଳ ପରିବେଶ, ବହୁ ରାଜନୈତିକ ନେତା, କର୍ମୀ ଓ ସମର୍ଥକଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ପୂର୍ବତନ ମୁଖ୍ୟ ସଚେତକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁ (୭୪)ଙ୍କ ପାର୍ଥିବ ଶରୀର…
Read More...

ଗୋପପୁର ଆଶ୍ରମରେ ମହିମା ଧର୍ମର ବିରାଟ ଧାର୍ମିକ ସମାବେଶ

ଆଧ୍ୟାତ୍ମିକ ଚେତନାରେ ମୁଖରିତ ମହିମା ଆଶ୍ରମ : ‘ମହିମା ଜ୍ୟୋତି’ ପୁସ୍ତକ ଉନ୍ମୋଚିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିମା ଧର୍ମର ମହାନ ଦର୍ଶନ, ଆଧ୍ୟାତ୍ମିକ ଚେତନା ଓ ସମାଜ ସଂସ୍କାରର ବାର୍ତ୍ତାକୁ ନେଇ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମ ପରିସରରେ…
Read More...

ରକ୍ଷା ବନ୍ଧନର ପବିତ୍ର ତିଥିରେ ସାମ୍ନାକୁ ଆସିଛି ଏକ ଭାବବିହ୍ୱଳ ଦୃଶ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୦ ମସିହାରେ ମାଓବାଦୀ ସନ୍ଦେହରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସ୍ୱର୍ଗତ ମାଧବ ସିଂ ଠାକୁରଙ୍କ ଧର୍ମପତ୍ନୀ ଶ୍ରୀମତୀ ଗୀତା ଠାକୁର, ରକ୍ଷା ବନ୍ଧନ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହି ଅବସରରେ ଭାଇ-ଭଉଣୀର…
Read More...