Browsing Tag

padampur news

ସମାଜସେବୀ ନୀଳା‌ଞ୍ଚଳ ଦରୁଆନ ସୋସିଆଲ ମିଡ଼ିଆ ସେଲ୍ ସଂଯୋଜକ ଭାବେ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତଙ୍କ ଅନୁମୋଦନ କ୍ରମେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଘୋଷଣା କରିଛନ୍ତି । ଜଣେ ସମାଜସେବୀ ତଥା ଜଣାଶୁଣା ବ୍ୟକ୍ତି ନୀଳା‌ଞ୍ଚଳ ଦରୁଆନଙ୍କୁ ଆଇଟିସେଲ୍ ଏବଂ ସୋସିଆଲ ମିଡ଼ିଆ…
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୀପା : ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ ଥଇଥାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା ବାରିକ । ଆଜି ନିଜ ଭାଇର ବାହାଘର ପାଇଁ ପଦ୍ମପୁରକୁ ଯାଇଥିବା ଦୀପା…
Read More...

ଡାକ୍ତର ଡେପୁଟେସନ୍ : ଏ କି ପ୍ରହସନ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଇ କିଛିମାସ ପୂର୍ବେ ୫ ଜଣ ଡାକ୍ତର କାର୍ୟ୍ୟରତ ଥିବାବେଳେ ବର୍ତ୍ତମାନ ମାତ୍ର ୨ଜଣ ଡାକ୍ତର ଅଛନ୍ତି । ବାକି ୩ ଜଣ ଡାକ୍ତର ଗଲେ କୁଆଡେ ବୋଲି ଜନସାଧାରଣ ବରଗଡ ସି.ଡି.ଏମ.ଓଙ୍କୁ ପ୍ରଶ୍ନ କରନ୍ତି । ଅନେକ…
Read More...

ପଦ୍ମପୁରରେ ଓଡ଼ିଶା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଓଡ଼ିଶା ଦିବସ -୨୦୨୧ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହ ଠାରେ ଆୟୋଜିତ ଉତ୍ସବରେ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି…
Read More...

ପାଇକମାଲ ମଣ୍ତଳ ପରିବର୍ଦ୍ଧିତ କାର୍ଯ୍ୟକାରିଣୀର ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି, ପାଇକମାଲ ମଣ୍ତଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନୃସିଂନାଥ ସ୍ଥିତ ଆଇଓସିଏଲ୍‌ ଗେଷ୍ଟ ହାଉସ ଠାରେ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲ,…
Read More...

ମାଣ୍ତୋସିଲ ମଣ୍ଡଳ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ମଣ୍ତଳର ମାଣ୍ଡୋସିଲ ଗ୍ରାମରେ ମଣ୍ତଳ ସଭାପତି ସଂଜୟ ବେହେରାଙ୍କ ସଭାପତି‌ତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଝାରବନ୍ଧ ବ୍ଲକ ପୂର୍ବତନ ମଣ୍ଡଳ ସଭାପତି ଡା ଲମ୍ବୋଦର ପଣ୍ତା, ବରିଷ୍ଠ…
Read More...

ବିଶିପାଲିରେ ଭାଜପାର ମଣ୍ତଳ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାଜପା ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ଗିବାହାଲ ମଣ୍ଡଳ ତରଫରୁ ମଣ୍ତଳ କାର୍ଯ୍ୟକାରିଣୀ ବୈଠକ ମଣ୍ତଳ ସଭାପତି ନିରାକାର ବରିହାଙ୍କ ସଭାପତିତ୍ୱରେ ବିଶିପାଲି ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା…
Read More...

ପ୍ରଫୁଲ୍ଲ କୁମାର ଭୋଇଙ୍କ ବିଦାୟକାଳୀନ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବ୍ରାହ୍ମଣଡିହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ଭୋଇଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ଦୟାନିଧି କୈବର୍ତ୍ତଙ୍କ ସଭାପତି‌ତ୍ୱ ଅନୁଷ୍ଠିତ ହୋଇଥିଲା । କୋଭିଡ ନିୟମ ପାଳନ ପୂର୍ବକ…
Read More...

‌ସ୍ୱାଗତ ସମ୍ବର୍ଦ୍ଧନା ଓ ଆଚାର୍ୟ୍ୟ ବିକାଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସର‌ସ୍ୱତୀ ଶିଶୁମନ୍ଦିର ପରିସରରେ ନୂତନ ପରିଚାଳନା ସମିତି ସଦସ୍ୟଙ୍କୁ ‌ସ୍ୱାଗତ ସମ୍ବର୍ଦ୍ଧନା ଓ ଆଚାର୍ୟ୍ୟ ବିକାଶ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନାଚାର୍ୟ୍ୟ ସାନନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ ଓ ସଭାକାର୍ୟ୍ୟ ପରିଚାଳନା…
Read More...

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ମଣ୍ତଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଜଗଦଳପୁର ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ନିଲଜୀପତ୍ରା ଛକ ଠାରେ ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି…
Read More...