ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନିୟମିତା ଅଭିଯୋଗ ଆଣି ବିଜେପିର ବିକ୍ଷୋଭ ପ୍ରଦର୍ଶନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେଡି ଶାସନର ଛତ୍ରଛାୟା ତଳେ ରହି ପଞ୍ଚାୟତ ସ୍ତରୀୟ ଶାସକ ପ୍ରଶାସନକୁ ହାତେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହରିଲୁଟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ଆଣି ଆଜି ଝାରବନ୍ଧ ବ୍ଲକ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିକ୍ଷୋଭ!-->…
Read More...
Read More...