Browsing Tag

padampur news

କଫ ସିରିପ ଜବତ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଆଜି ପାଇକମାଲ ପୋଲିସ ଗୋଟିଏ ବାଇକ୍ ସହ ୨୦ ବୋତଲ କଫ ସିରିପ ଓ ୪୦ ଗୋଟି ନିଶା ଔଷଧ ଜବତ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଜଣେ ଯୁବକ ହେଲେ ପାଇକମାଲ ଥାନା ପାଇକମାଲ ଗ୍ରାମର…
Read More...

ଅବସରପ୍ରାପ୍ତ ଶିକ୍ଷକ ତଥା କବି ମୁରଲୀଧର ପ୍ରଧାନଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ସତୀଭଟା ଗ୍ରାମର ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ତଥା କବି ମୁରଲୀଧର ପ୍ରଧାନଙ୍କ ୯୫ ବର୍ଷ ବୟସରେ ଆଜି ଭୋର ସମୟରେ ଦେହାନ୍ତ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୋଭିଡ଼ କଟକଣା ମାନି ତାଙ୍କ ଶବ ସଂସ୍କାର କରାଯାଇଥିବା…
Read More...

ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ ନିୟମ ପାଳନ କରି ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ ଏକ ଶାନ୍ତି ହୋମ ଯଜ୍ଞ ମୁଖ୍ୟ ଅତିଥି ସେବାଶ୍ରୀ ଭୋଇ, ବରଗଡ଼ର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କର କମଳରେ…
Read More...

ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ମଦ, ଗଞ୍ଜେଇ ତଥା ବିଭିନ୍ନ ଔଷଧକୁ ମଧ୍ୟ ନିଶା ଭାବେ ଯୁବପିଢ଼ି ବ୍ୟବହାର କରୁଛନ୍ତି । ଏହି ସବୁ ନିଶା ଦ୍ରବ୍ୟ ବିକି ନିଶା ମାଫିଆ ମାନେ ଲାଭାନ୍ବିତ ହେଉଛନ୍ତି । ମେଲଛାମୁଣ୍ଡା ଥାନା ବରପଦର…
Read More...

ପାଇକମାଲ ଅଞ୍ଚଳରେ ହାତୀର ଆତଙ୍କ ରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମର ଧନୁ ପୁଝାରୀଙ୍କ ଘରେ ରାତି ୧୧ଟା ସମୟରେ ୪ଟି ହାତୀ ଆସି ଶୋଇ ଥିବା ସମୟରେ ଘରକୁ ଭାଙ୍ଗି ଦେଇ ଘରେ ଥିବା ଆସବା ପତ୍ର ଧାନ ଚାଉଲ ମାଣ୍ଡିଆକୁ ଖାଇ ନଷ୍ଟ କରି ଚାଲି…
Read More...

ଦୁର୍ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଯୁବ ମୋର୍ଚ୍ଚା ଝାରବନ୍ଧ ବ୍ଲକ ତରଫରୁ ଶତାଧିକ କାର୍ଯ୍ୟକର୍ତ୍ତା ସୋମବାର ଦିନ ଝାରବନ୍ଧ ମୁଖ୍ୟ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ସେଠାରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସାମନ୍ତ ଶେଖର ମୁନାଙ୍କ…
Read More...

ଜିଅନ୍ତା ମଣିଷକୁ ପୋକ ଓ ପିମ୍ପୁଡି ଖାଉଥିବା ବେଳେ ମୁମୁର୍ଷୁ ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର କଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା' ଜୀବନ କେତେ ବା ନିଷ୍ଠୁର ହୋଇପାରେ, ସେ ସବୁକିଛି ସହିଯାଏ । ପୁଅ ବହୁ ନାତି ନାତୁଣୀ ସମସ୍ତେ ଥିବା ବେଳେ ସ୍ତ୍ରୀ କଥାରେ ପଡି ନିଜ ଜନ୍ମ କଲା ମା'କୁ ଘରୁ ତଡିଦେଲା ପୁଅ । ଆଉ ଏଣେ ତେଣେ ବୁଲି ବାର ଦ୍ୱାରା ଶୁଣ୍ଢି ପିଣ୍ଡା ସାଜି ନିଜର ପେଟ ପାଇଁ…
Read More...

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ସର୍କିଟ ହାଉସ ଠାରେ ଗତକାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଜୟ ନୃସିଂହନାଥରୁ ଜୟ ଜଗନ୍ନାଥ ରେଳପଥ ଦାବୀ କମିଟି ଗାଇସିଲେଟ ବ୍ଲକରୁ ଆମ ଏହି ପଛୁଆ ଅଂଚଳର ଆର୍ଥିକ ବିକାଶ ପାଇଁ ଓ ନୃସିଂହନାଥ ହରିଶଙ୍କରର ଉନ୍ନତି ସକାଶେ ଜୟ…
Read More...

୫ଶହ କଫ ସିରଫ ଜବତ ସହ ୨ ଜଣଙ୍କୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସ ୫ଶହ କଫ ସିରଫ ଜବତ କରିବା ସହ ୨ ଜଣକୁ ଗିରଫ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ଝାରବନ୍ଧ ଅଞ୍ଚଳରୁ କୋଶଲ ଚନ୍ଦ୍ର ସାହୁ, ଶୁଶିଲ ବନଛୋର, କଫ ସିରଫ ଚାଲାଣ କରୁଥିବା ନେଇ ପାଇକମାଲ ପୋଲିସ କୌଣସି…
Read More...

ଗୋପପୁର ଆଶ୍ରମରେ ନୂଆଁଖାଇ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମଠାରେ ନୂଆଁଖାଇ(ନବାନ୍ନ) ଉତ୍ସବ ପାଳିତ ହୋଇଯାଇଛି । ବିଗତ ଶତାଧିକ ବର୍ଷ ହେବ ଏହି ଆଶ୍ରମରେ ଶ୍ରାବଣ ପୂର୍ଣ୍ଣିମାରେ ମହିମା ଧର୍ମାବଳମ୍ବୀ ନୂଆଁଖାଇ ପାଳନ କରି ଆସୁଛନ୍ତି । ପବିତ୍ର…
Read More...