Browsing Tag

padampur news

ପଦ୍ମପୁର ମରୁଡି ଅଞ୍ଚଳ ଗସ୍ତରେ ବିଜେପି ଟିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଆସନ୍ତା କାଲି ପଦ୍ମପୁର ଗ୍ରସ୍ତରେ ଆସୁଥିବା ନେଇ ବିଜେପି କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା କାଲି ଦିନ ୧୧ ଘଣ୍ଟା…
Read More...

୪ ଜୁଆଡି ଗିରଫ ସହ ନଗଦ ୧୬୯୦୦ ଟଙ୍କା ଜବତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଧିନସ୍ଥ ଗ୍ରାମାଞ୍ଚଳମାନଙ୍କରେ ତାସର ଜୁଆଖେଳ ଆସର ବ୍ୟାପିବାରେ ଲାଗିଛି । ଏ ପଟେ ସଟ୍ଟା ସେପଟେ ତାସର ଜୁଆଖେଳରେ ଅନେକ ଲୋକ ଧ୍ୱଂସ ହେଇ ସାରିଲେଣି । ଗତକାଲି ପଦ୍ମପୁର ସହର ଠାରୁ ଅନତି ଦୂରରେ ଥିବା ମହୁଲପାଲି ଗ୍ରାମରେ ଏକ ନିରୋଳା…
Read More...

ପୁଅ ଉଚ୍ଚ ଜାତିରେ ବିବାହ କଲା ବୋଲି ମା’ ହେଲା ଦୁଷ୍କର୍ମର ଶିକାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କୁଦୁଲା ଗ୍ରାମରେ ଏକ ଅଭାବନୀୟ ଲଜ୍ୟାଜନକ ଘଟଣା ଘଟିଛି । ସତରେ ସ୍ୱାଧୀନର ସାତ ଦଶନ୍ଧି ପରେ ବି ଆମେ ଆଜି ପରାଧୀନ । ଯେଉଁଠି ଜାତିବାଦ, ବର୍ଣ୍ଣବାଦ ରହିଛି ସେଠି ନିଜକୁ ସ୍ୱାଧୀନ କହିବା ଭୁଲ…
Read More...

ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ ନୁଆପଡା ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ହେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରସ୍ଥାବ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପାଇକମାଲ ସହରର ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲଙ୍କୁ ନୁଆପଡା ଜିଲ୍ଲା କୃଷକ ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ପ୍ରଦାନ…
Read More...

ସୋହେଲା ବ୍ଲକ ବେହେରାପାଲି ପଞ୍ଚାୟତ ପିଇଓଙ୍କ ଘରେ ଭିଡିଲାନ୍ସ ଟିମ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ବେହେରାପାଲି ପଞ୍ଚାୟତର ପିଇଓ । ପିଇଓ ଅନୀଲ କୁମାର ପାଢୀଙ୍କ ଲାଉମୁଣ୍ଡା ସ୍ଥିତ ପୈତୃକ ବାସଭବନ, ଡାଙ୍ଗ ସ୍ଥିତ ନୂତନ ବାସଭବନ ସମେତ ପଞ୍ଚାୟତ ଅଫିସରେ ଏକ କାଳୀନ ୩ଟି ଜାଗାରେ…
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ହନୁମାନପଡା ସ୍ଥିତ ଅବସରପ୍ରାପ୍ତ ରେଞ୍ଜର ସ୍ୱର୍ଗତ ଗିରୀଶ ଚନ୍ଦ୍ର ପାଢୀଙ୍କ ଧର୍ମପତ୍ନୀ ଯଶୋବନ୍ତୀ ପାଢୀଙ୍କ ଆଜି ନିଜସ୍ୱ ବାସଗୃହରେ ୮୬ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ଜଣେ ଧର୍ମ ପରାୟଣା, ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଥିଲେ । ସେ…
Read More...

ମରୁଡି ସମ୍ଭାବନାକୁ ନେଇ ପଲସଦା ଗ୍ରାମରେ କୃଷକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡାସମ୍ବର କୃଷକ ସଙ୍ଗଠନ ନିର୍ଦ୍ଦେଶ କ୍ରମେ ବୋଡାସମ୍ବର ଗାଁର ଚାଷୀ ମାନଙ୍କର ମିଳିତ ଉଦ୍ୟମରେ କୃଷକ ନେତା ବିଶ୍ବ ରଣାଙ୍କ ସଭାପତିତ୍ବରେ ପଲସଦା ଗ୍ରାମଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କୃଷି ସମ୍ବନ୍ଧୀୟ ଅନେକ ବିଷୟ…
Read More...

କ୍ରାନ୍ତି ଓଡିଶାର ସ୍ୱ-ନକ୍ଷତ୍ର ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୬ ବର୍ଷ ଧରି କଟକରୁ ପ୍ରକାଶ ହୋଇ ଆସୁଥିବା କ୍ରାନ୍ତି ଓଡିଶାର ସ୍ୱ-ନକ୍ଷତ୍ର ଦିବସ ନିଜ କାର୍ଯ୍ୟାଳୟ ମିଟିଙ୍ଗ୍‌ ହଲ ଠାରେ ପାଳିତ ହୋଇଯାଇଛି । ବର୍ତ୍ତମାନ ଯୁଗକୁ ଦୃଷ୍ଟିରେ ନେଇ ଦୁଇ ବର୍ଷ ହେବ ଡିଜିଟାଲ ଭାବେ କ୍ରାନ୍ତି ଓଡିଶା ଅନବରତ ପ୍ରକାଶିତ…
Read More...

ପ୍ରଶାସନର ଆଢୁଆଳରେ ଆଦର୍ଶ ଗ୍ରାମ ବ୍ରାହ୍ମଣଡିହି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ଦହିଗାଁ ପଞ୍ଚାୟତ ବ୍ରାହ୍ମଣଡିହି ଗ୍ରାମ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଅଟେ । ଏଠାରେ ଶତକଡା ୬୦ ଭାଗ ମାହାର ସଂପ୍ରଦାୟର ଲୋକେ ବାଉଁଶ କାରିଗରୀ ଆଦିବାସୀ ଲୋକ ବସବାସ କରୁଥିବା ସୂଚନା…
Read More...

ନିଜ ଗାଁର ବ୍ୟକ୍ତିଙ୍କୁ ନେତାଜୀ କ୍ଲବର ଯୁବକ ମାନେ ରକ୍ତ ଦେଇ ଜୀବନ ବଞ୍ଚାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ତ ଦାନ ମହତ ଦାନ, ବର୍ତ୍ତମାନ ରକ୍ତର ଅଭାବ ଦେଖା ଦେଉଛି କିଛି ଦିନ ତଳେ ବରଗଡ ଖେଦାପାଲି ହସ୍ପିଟାଲରେ ଜଣେ ମହିଳାଙ୍କୁ ରକ୍ତ ଲାଗୁଥିବା ବେଳେ ରକ୍ତ ନ ମିଳିବାରୁ ଶେଷରେ ତାଙ୍କ ସ୍ୱାମୀ ବରଗଡ ମା' ସମଲେଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଶେଷରେ…
Read More...