Browsing Tag

padampur news

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ଲାଟିନମ ଜୁବ୍‌ଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବ୍‌ଲି ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଇହଲିଳା ସମ୍ଭରଣ କରିଥିବା ପୁରାତନ ଛାତ୍ର ଶୁଭ ସିଂ ଡନସନା,…
Read More...

ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପବିତ୍ର ଶୈବପୀଠ କଣ୍ଠେଶ୍ୱରପୁର ଠାରେ ପଦ୍ମପୁର ବ୍ଳକ କଂଗ୍ରେସ ଦଳର ସଭାପତି ଚମ୍ପକେଶ୍ୱର ପୁରୋହିତଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତିର ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ…
Read More...

ଏଏସ୍‌ଆଇ ଦୀପ୍ତିମୟୀଙ୍କ ପାଖକୁ ଶୁଭେଚ୍ଛାର ସୁଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାର ବହୂ ତଥା ଡାକ୍ତର ନିର୍ମଲ କୁମାର ଦେବତାଙ୍କ ପତ୍ନୀ ଶ୍ରୀମତୀ ଦିପ୍ତିମୟୀ ମିଶ୍ର ବିଗତ ଦୁଇ ବର୍ଷ ହେଲା ବରଗଡ଼ ଟାଉନ ଥାନାରେ ଏଏସ୍‌ଆଇ ପଦବୀରେ କାର୍ଯ୍ୟରତ ଅଛନ୍ତି । ଆଜି…
Read More...

ଦହିତା ମଣ୍ଡଳରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଦହିତା ମଣ୍ଡଳ ଦହିତା ଫୁଟବଲ ପଡିଆ ଠାରେ ମଣ୍ଡଳ ସଭାପତି କେତନ ମେହେରଙ୍କ ଅଧକ୍ଷତାରେ ଭାରତୀୟ ଜନତା ପାର୍ଟିର ଏକ ମଣ୍ଡଳ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି…
Read More...

ବିଶ୍ୱ କ୍ରୀଡା ଦିବସରେ ପଦ୍ମପୁରରେ ସାଇକେଲ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଶ୍ୱ କ୍ରୀଡା ଦିବସ । ପଦ୍ମପୁର ମାରୱାଡି ଯୁବମଞ୍ଚ ତରଫରୁ ପଦ୍ମପୁର ସହରରେ ବିଶ୍ୱ କ୍ରୀଡା ଦିବସ ପାଳିତ ହୋଇଯାଇଛି । କ୍ରୀଡାପ୍ରେମୀ ତଥା କ୍ରୀଡାବିତମାନଙ୍କୁ ଉତ୍ସାହିତ ଓ କ୍ରୀଡା କ୍ଷେତ୍ରରେ ଆଗ୍ରହୀ ହେବା ପ୍ରୟାସରେ ଯୁବଗୋଷ୍ଠୀ ମାନଙ୍କୁ ନେଇ…
Read More...

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଣ୍ଟର ସମୀକ୍ଷା କରିବା ସହିତ ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀ ଓ ସେମାନଙ୍କର ପରିଜନ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ବରଗଡ ସାଂସଦ ସୁରେଶ…
Read More...

ପଦ୍ମପୁର ସବ୍‌ଡିଭିଜନ ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କଲେ ବିଜେପି ରାଜ୍ୟ ମୁରୁଡି ଅନୁସନ୍ଧାନ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବ୍‌ଡ଼ିଭିଜନରେ ବିଜେପି ରାଜ୍ୟ ଏକ ମରୁଡି ଅନୁସନ୍ଧାନ ଟିମ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ପରିଦର୍ଶନ କରିଥିଲେ । ସାରା ରାଜ୍ୟରେ ଏବେ କମ୍‌ ବର୍ଷା ହେଉଥିବାରୁ ବର୍ତ୍ତମାନ ପ୍ରାୟତଃ ସମସ୍ତ ଜାଗାରେ ମରୁଡି କରାଳ ରୂପ ନେବାରେ…
Read More...

ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଶୀର୍ଷକ ଏକଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ପଂଚାୟତ ସମିତି ସଭା ଗୃହରେ ବଲାଙ୍ଗିର ଜିଲ୍ଲା ଜୋନ-୫ ସହେଯାଗୀ ଅନୁଷ୍ଠାନ ଆଇଆର୍‌ଡିଏମ୍‌ଏସ୍‌ ଦ୍ୱାରା ଆୟୋଜିତ ଓଡିଶା ଜଳବାୟୁ ପରିବର୍ତ୍ତିତ କୃଷି ନିମନ୍ତେ ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଶୀର୍ଷକ ଏକ ଦିବସୀୟ ଜିଲ୍ଲା ସ୍ତରୀୟ…
Read More...

ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ କୋଭିଡ ନିୟମ ପାଳନ ପୂର୍ବକ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ, ଶ୍ରୀରାମ ମହା ବିଦ୍ୟାଳୟ ରାମପୁର ଓଡ଼ିଆ…
Read More...

ଉଦ୍‌ଘାଟନ ଅପେକ୍ଷାରେ ଶୌଚାଳୟ : ମହିଳାମାନେ ହିନସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବସଷ୍ଟାଣ୍ଡରେ ଦୀର୍ଘ ଏକ ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ତରଫରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଏକ ଶୌଚାଳୟ ନିର୍ମାଣ କରାଯାଇଛି, ହେଲେ ତାଲା ପଡିଛି ତାହା କେବେ…
Read More...