Browsing Tag

padampur news

ମାନସିଂହ ସାହିତ୍ୟର ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ତରଫରୁ 'ଆଧୁନିକ କବିତା' ଶୀର୍ଷକ ଆଲୋଚନା ଚକ୍ର ଭର୍‌ଚୁଆଲ ମୋଡ୍‌ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳେଇ ଆଲୋଚନା ଚକ୍ର ସମ୍ପର୍କରେ ସାମ୍ୟକ ସୂଚନା ଦେଇ, ଏହାକୁ ଆନୁଷ୍ଠାନିକ
Read More...

ଯମୁନା କାନ୍ଧୁନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବିଭାବକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ଏବଂ ସରକାରଙ୍କ ନୂତନ ଅନୁଦାନ ପ୍ରାପ୍ତ ଯମୁନା କାନ୍ଧୁନୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଲ ବ୍ଲକର ଏକ ମାତ୍ର ମହିଳା ଅନୁଷ୍ଠାନ ଅଟେ । ଆଜି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପ୍ରତିନିଧି
Read More...

୩୫ ବୋତଲ କଫ୍‌ ସିରଫ ଓ ୮୦ ଲିଟର ମଦ ଜବତ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅନ୍ତର୍ଗତ ଯନକେଡା ଓ ପାଇକମାଲ ଥାନା ଅଧୀନରେ ଥିବା ଭୋଇପଡା ଗ୍ରାମରେ ବେଆଇନ କଫ୍ ସିରଫ୍ ଓ ଚୋରା ରନ୍ଧା ମଦ କାରବାର ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିରୀକ୍ଷକ କୁବେର
Read More...

ଝାରବନ୍ଧ ଠାରେ କୋଭିଡ଼ ସଚେତନତା ରଥ ଗଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ରଥ ଜଗଦଲପୁର ଠାରୁ ଆରମ୍ଭ କରି ଡଭାରୁ ଝାରବନ୍ଧ ବ୍ଲକକୁ ପହଂଚିଥିଲା ଝାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ କୋଭିଡ଼ ସଚେତନତା ରଥକୁ ଡ଼ା. ମଧୁସ୍ମିତା ମେହେର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଝାରବନ୍ଧ ସରପଞ୍ଚ ଶ୍ରୀମତୀ
Read More...

ଝାଙ୍କରପାଲିଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବ୍ରାହ୍ମଣ ସମାଜ ଗାୟତ୍ରୀ ବାହୀନିର ସଭାପତି ଜିତେଶ୍ୱରୀ ଦାସଙ୍କ ନେତୃତ୍ୱରେ ପଟଣାଗଡ଼ ରାସ୍ତା ଝାଙ୍କରପାଲି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୫୦ଟି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ପାଉଁରୁଟି ବିକି ପରିବାର ଚଳାଉଥିବା ସୁମନ୍ତଙ୍କ ଘରେ ପହଞ୍ଚିଲା ପ୍ରଶାସନ,…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଉଁରୁଟି ବିକି ପରିବାର ଚଳାଉଥିବା ୧୦ ବର୍ଷର ବାଳକ ସୁମନ୍ତଙ୍କ ସଂପର୍କରେ ଗତକାଲି 'କୋଶଳ ପ୍ରବାହ'ରେ ନ୍ୟୁଜ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବାର ଗୋଟିଏ ଦିନ ମଧ୍ୟରେ ସୁମନ୍ତଙ୍କ ଘରେ ପହଞ୍ଚିଛି ପ୍ରଶାସନ ଏବଂ ଦିଆଯାଇଛି ରାସନ କାର୍ଡ ।
Read More...

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଶ୍ରମିକ ଦିନ ମଜୁରିଆ ମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ମାନ କରୁଛନ୍ତି । ହେଲେ ଏହି ଯୋଜନା ମାନଙ୍କର ସୁଲାଭ ପାଇ ପାରୁନାହାନ୍ତି ହୀତାଧିକାରୀ ଗ୍ରାଉଣ୍ଡ ୦ରେ ଫେଲ୍‌ ମାରୁଛି ସବୁ ଯୋଜନା । କରୋନା ମହାମାରୀ ସମୟରେ
Read More...

ଅଣ୍ଟା ଭାଙ୍ଗିଥିବା ବାଳକଙ୍କୁ ସହାୟତା କଲେ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ଅନେକ ଲୋକେ ସଚେତନତା ଅଭାବରୁ ସରକାରୀ ଯୋଜନା ଗୁଡ଼ିକର ଲାଭ ପାଇପାରୁ ନାହାନ୍ତି ତାଙ୍କୁ ଉଚିତ ମାର୍ଗଦର୍ଶନ ତଥା ତାଙ୍କ ପ୍ରତି ସମାନୁଭୁତି ପ୍ରଦର୍ଶନ କରିବା ଦ୍ୱାରା ସେମାନେ ସରକାରଙ୍କ ମହତ ଯୋଜନା ଗୁଡିକର ଲାଭ ଉଠାଇ ପାରିବେ । ଏଭଳି
Read More...

ଅଭିଯୋଗ : ଅସହାୟ ଲୋକଙ୍କୁ ସହଯୋଗ କରୁନାହାନ୍ତି ବିଜେପୁର ବ୍ଲକ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରେ ମନରେଗା ଦୁର୍ନୀତିରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଥିବା ବେଳେ ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାରେ ମଧ୍ୟ ଅଯଥା ବିଳମ୍ବ
Read More...

ଡଭାଠାରେ କୋଭିଡ଼ ସଚେତନତା ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗ୍ରାମଠାରେ କୋଭିଡ଼ ସଚେତନତା ରଥକୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ଭୋଇ, ସ୍ୱାସ୍ଥ୍ୟ ପରିଦର୍ଶକ ବାସୁଦେବ ଗଡ଼ତିଆ, ସ୍ୱାସ୍ଥ୍ୟ କର୍ମୀ ଲଳିତା ମହାରଥା ଅଙ୍ଗନୱାଡ଼ି କର୍ମୀ ପ୍ରଭାବତୀ
Read More...