Browsing Tag

padampur news

ସାର କଲାବଜାରୀକୁ ବିଜେପିର ବିକ୍ଷୋଭ ପରେ ବିଭାଗୀୟ ଅଧିକାରୀଙ୍କ ଚଢ଼ାଉ : ଅନିୟମିତତା ଅଭିଯୋଗରେ ଦୋକାନକୁ ସିଲ୍ ସହ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ପାଇକମାଲ ବିଜେପି ପକ୍ଷରୁ ସାର୍‌ କଲାବଜାରୀକୁ ବିରୋଧ କରି କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ଦୃଷ୍ଟି ଦେଇ ଆଜି ପାଇକମାଲ ବିଭାଗୀୟ କୃଷି ଅଧିକାରୀ ବେଆଇନ ଭାବେ ବିକ୍ରି କରୁଥିବା
Read More...

ସାର କଳାବଜାରୀକୁ ବିରୋଧ କରି ବିଜେପି ପାଇକମାଲ କୃଷି କାର୍ଯ୍ୟାଳୟରେ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଖରିଫ ଋତୁରେ ଯଦିଓ ବର୍ଷାର ଅଭାବ ଚାଷୀଙ୍କୁ ନିରାଶ କରିଛି । ତଥାପି ଚାଷୀ ଆଶା ନ ହରାଇ ରୁଆ - ବିହୁଡାରେ ବ୍ୟସ୍ତ ରହିଛି । ଯେଉଁ ବି କିଛି ବିକଳ୍ପ ବ୍ୟବସ୍ଥା ରହିଛି ତାକୁ ବ୍ୟବହାର କରି ଚାଷକୁ ବଞ୍ଚାଇ ରଖିବାକୁ ଚେଷ୍ଟ କରୁଛି । ହେଲେ ଚାଷୀ ପାଇଁ
Read More...

ରାଜ ବୋଡ଼ାସମ୍ବର ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିସେମ୍ବର, ୨୦୨୧ରେ ପାଳିତ ହେବାକୁ ଥିବା ରାଜ ବୋଡ଼ାସମ୍ବର ହାଇସ୍କୁଲ, ପଦ୍ମପୁରର ପ୍ଲାଟିନମ୍ ଜୁବିଲି ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ସଭାପତି ମନୋରଂଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟୟ ଅଟକଳ,
Read More...

ପାଇକମାଲରେ ନୂତନ ବିଡିଓଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ନୂତନ ବିଡିଓ ଭାବେ ଉପାଞଳି ମାଝୀ ସୋମବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ସେ ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କୋଭିଡ ଦାୟିତ୍ୱରେ ଥିଲେ । ଗତକାଲି ପୂବାହ୍ନରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ କଲାପରେ
Read More...

୫ ଲକ୍ଷ ଟଙ୍କାର କୋଭିଡ୍‌ ପରିଚାଳନାର ହିସାବ ଦିଅନ୍ତୁ ସରପଞ୍ଚ : ଆପ୍‌ ନେତା ପୌଲସ୍ତ୍ୟ ସାହା

ପଦ୍ମପୁର, (ନିରୋଜ ମୁମାର ପାଣୀ) : କୋଭିଡ୍‌ ୧୯ର ପ୍ରଥମ ଲହର ସମୟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲ । କୋଭିଡ୍‌ ପରିଚାଲନା ଏବଂ ଗରିବ ଲୋକଙ୍କ ସହାୟତା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ସରକାର ଦେଇଥିଲେ । କିନ୍ତୁ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥବା ଆମ୍‌
Read More...

ସମ୍ବଲପୁରୀ ଭାଷା ଏକାଡେମୀର ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଣ୍ଡସିବାଞ୍ଜିଠାରେ ବରଗଡ଼ ଜିଲ୍ଲା ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରାୟଣ ଗାୟକ ନିଲାମ୍ବର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ସମ୍ବଲପୁରୀ ଭାଷା
Read More...

ବ୍ଳକ ସ୍ତରୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବଂ ଗାଏସିଲେଟ୍ ବ୍ଳକରେ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁରରେ ଏବିଇଓ ଜୟ କୁମାର ସାହୁ ଏବଂ ଗାଏସିଲେଟରେ ବିଇଓ ରାମଲାଲ ବରିହାକର ସଭାପତିତ୍ୱରେ ଏହି ଶିକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଡାଏଟର
Read More...

ନଗର ମଣ୍ତଳ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ନଗର ତରଫରୁ ସ୍ଥାନୀୟ ଦିଲ୍ଲୀପ କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ନଗର ସଭାପତି ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ତଥା ନଗର ସାଧାରଣ ସମ୍ପାଦକ ଅଶୋକ ମିଶ୍ରଙ୍କ
Read More...

ପଦ୍ମପୁର ଏସଡିପିଓ ଭାବେ ଯୋଗଦେଲେ ବିଭୂତିଭୂଷଣ ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପୋଲିସ ଅଧିକାରୀ ଭାବରେ ବିଭୂତିଭୂଷଣ ଭୋଇ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଥିବା ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ସଦର ଏସଡିପିଓ ଭାବରେ ବଦଳି ହେବା ପରେ ଶ୍ରୀ ଭୋଇ ବୁର୍ଲାରୁ ପଦ୍ମପୁରକୁ ଏସଡିପିଓ ଭାବରେ ଯୋଗ
Read More...

ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ କୋଭିଡ଼ ସଚେତନତା ରଥ ଗଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ପର୍ଯ୍ୟବେକ୍ଷଣର ଶେଷ ମାସରେ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ରଥ ଗଡିଲା । ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼. ଅନିତା ମିଶ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପଦ୍ମିନୀ ପଣ୍ଡା, ସୁଭଦ୍ରା
Read More...