ବୟସ୍କ ବିଧବା ମା’ ଉପରେ ବିକଳାଙ୍ଗ ପୁଅର ବୋଝ : ସରକାରୀ ସହାୟତା ପାଇଁ ମା’ର କାକୁତି ବିନତି, ଚିକିତ୍ସା…
ନୂଆପଡା, (ନିରାକାର ମେହେର) : କଥାରେ ଅଛି ମା' ପରି କିଏ ହେବ । ମା' ଥିଲେ ଯାହାର ଡର ନାହିଁ କାହାର । ମା' ଚାହେଁ ନିଜ ପୁଅ ଭଲ ପାଠ ପଢି ଭଲ ମଣିଷ ଟିଏ ହୋଇ ଭଲ ଚାକିରି ଟିଏ କରି ବିବାହ ବନ୍ଧନରେ ବାନ୍ଧି ହୋଇ ପରିବାର ସହ ହସଖୁସିରେ ରହୁ । ହେଲେ କିଏ ଯାଣେ କେତେବେଳେ କଣ ହେବ । ମା'!-->…
Read More...
Read More...