ଭିଜିଲାନ୍ସ ଜାଲରେ କୋମନା ବନାଞ୍ଚଳ ଫରେଷ୍ଟର ଘନଶ୍ୟାମ ଶବର
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବନାଞ୍ଚଳ ଅଧିନ ଫରେଷ୍ଟର ଘନଶ୍ୟାମ ଶବର ଭିଜିଲାନ୍ସ ଜାଲରେ ପଡିଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ କୋମନା ସେକ୍ସନ ଫରେଷ୍ଟର ଶ୍ରୀ ଶବର ନିଜ ବାଇକ(ଓଡି ୨୬ ଏଫ ୪୦୭୫)ରେ ଖଡ଼ିଆଳ ସ୍ଥିତ ନିଜ ବାସ ଭବନକୁ ଯାଉଥିଲେ!-->…
Read More...
Read More...