ସିନାପାଲିରେ ଯୁବକଙ୍କୁ ଗୁଳିମାଡ଼
ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକ ଠାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ସିନାପାଲି ଗ୍ରାମର ନୀଳାମ୍ବର ମେହେର(୩୮) ବୋଲି ଜଣାପଡିଛି । ନୀଳାମ୍ବର କାପସି ଛକ ଠାରେ ଏକ ଫାଷ୍ଟଫୁଡ୍ ଦୋକାନ କରି ପରିବାର!-->…
Read More...
Read More...