ଭିକ୍ଷାବୃତ୍ତିରେ ନିୟୋଜିତ କରିବା ପାଇଁ ଶିଶୁ ଅପହରଣ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁପୁତ୍ର ଅପହରଣର ଶିକାର ହୋଇଛି । ତାଙ୍କୁ ୧୩ ଦିନ ତଳେ ଅପହରଣ କରାଯାଇ ହାଇଦ୍ରାବାଦରେ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଇଥିଲା । କୋମନା ପୋଲିସ ଶୁକ୍ରବାର ହାଇଦ୍ରାବାଦରୁ ଉକ୍ତ ଶିଶୁପୁତ୍ରଙ୍କୁ ଉଦ୍ଧାର!-->…
Read More...
Read More...