Browsing Tag

nuapada news

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କଲେ ଗଣ୍ଡାବାହାଲିର କୁନି ଝିଅ ଶ୍ରୀଜା ପ୍ରିୟଦର୍ଶିନୀ ମେହେର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲିର କୁନି ଝିଅ ଶ୍ରୀଜା ପ୍ରିୟଦର୍ଶିନୀ ମେହେର ୨୦୨୫ ବର୍ଷର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କରିଛନ୍ତି । ଶ୍ରୀଜାର ବୟସ ୩ ବର୍ଷ ହେଲେ ମଧ୍ୟ ତୁଳସୀ ଦୁଇ ପତ୍ରରୁ ବସିଲା ପରି ସେ ଅନେକ କ୍ଷେତ୍ରରେ…
Read More...

ଚୋରା ବାଇକ ରାକେଟ ଠାବ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି । ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳରେ ଦିନକୁ ଦିନ ବାଇକ ଚୋର ବୃଦ୍ଧି ପାଉଥିବା ବେଳେ ନୂଆପଡା ଏସ୍‌ପି ଜି. ଆର୍‌. ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ…
Read More...

ଭ୍ୟାନ୍‌ର ପଛପଟ ଗେଟ୍ ବନ୍ଦ କରୁଥିବା ବେଳେ ବସ ଧକ୍କାରେ ଶ୍ରମିକ ମୃତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ସହର ଥାନା ପଛ ପଟେ ବସ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ର କାର୍ଯ୍ୟରତ ଶ୍ରମିକକୁ ସିନାପାଲି-ସମ୍ବଲପୁର ଯାଉଥିବା ବିଜୟଲକ୍ଷ୍ମୀ ବସ (ଓଡ଼ି ୦୮ଏମ୍‌ ୩୮୯୯)…
Read More...

ନୂଆପଡ଼ାରେ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀଙ୍କୁ ସ୍ଵାଗତ : ଜିଲ୍ଲା ବିକାଶ ମେଳାରେ ଯୋଗଦେବେ ମନ୍ତ୍ରୀ

ନୂଆପଡ଼ା : ନୂଆପଡ଼ାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଗୁରୁବାର ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ । ପୂର୍ବାହ୍ଣରେ ଟ୍ରେନ୍‌ ଯୋଗେ ନୂଆପଡା ଷ୍ଟେସନରେ…
Read More...

ନୂଆପଡା ଜିଲ୍ଲାରେ ଗ୍ରୀଷ୍ମକାଳୀନ ଛୁଟିରେ ଶ୍ରମଜୀବୀ ବିକାଶ ମଞ୍ଚର ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା…

ନୂଆପଡା, (କେପିଏନ୍‌ଏସ୍‌) : ବର୍ତ୍ତମାନ ଗ୍ରୀଷ୍ମକାଳୀନ ଛୁଟି ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ଥିବା ସମୟରେ ଛାତ୍ରଛାତ୍ରୀମାନେ ପାଠପଢା ଓ ପାଠ୍ୟପୁସ୍ତକ ଠାରୁ ଦୂରରେ ରହିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ସହିତ ସଂପୃକ୍ତ ରଖି ପାଠ ପଢ଼ାଇବା ପାଇଁ ଓଡ଼ିଶା ଶ୍ରମଜୀବୀ…
Read More...

ନୂଆପଡ଼ାରେ ” ଆମ ସଂକଳ୍ପ ନିଶା ନୁହେଁ ଜୀବନ ” ଏହି ବାର୍ତ୍ତା ନେଇ ବାହାରିଲା ସଚେତନତା ରଥ

ନୂଆପଡ଼ା, (କେପିଏନ୍‌ଏସ୍‌) : ଓଡିଶାରେ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗଣସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନର ଶୁଭାରମ୍ଭ…
Read More...

ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର “କୃଷିରଥ” ଶୁଭାରମ୍ଭ କଲେ ଜିଲ୍ଲାପାଳ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା "ବିକଶିତ କୃଷି ସଂକଳ୍ପ ଅଭିଯାନ" କାର୍ଯ୍ୟକ୍ରମ କୃଷି ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟ…
Read More...

ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର “କୃଷିରଥ” ଶୁଭାରମ୍ଭ କଲେ ଜିଲ୍ଲାପାଳ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା "ବିକଶିତ କୃଷି ସଂକଳ୍ପ ଅଭିଯାନ" କାର୍ଯ୍ୟକ୍ରମ କୃଷି ରଥର ଶୁଭାରମ୍ଭ ପୂର୍ବକ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ…
Read More...

ଗଣ୍ଡାବାହାଲି ମଦଭାଟିରେ ଜବରଦସ୍ତି ଟଙ୍କା ଆଦାୟ ଅଭିଯୋଗ ନେଇ ଥାନାରେ ମାମଲା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଲି ଦେଶୀ ମଦଭାଟିରେ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ନେଇ ସ୍ଥାନୀୟ ଭାଟି ମ୍ୟାନେଜର ଶଶାଙ୍କ ସାହୁ ସିନାପାଲି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ସିନାପାଲି ଥାନା ପକ୍ଷରୁ ଘଟଣାର…
Read More...

ଇଣ୍ଡସ୍ ଟାୱାର୍ସ ପକ୍ଷରୁ ଓଡ଼ିଶାରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନର ଶୁଭାରମ୍ଭ

ଓଡ଼ିଶାକୁ ଗଡ଼ିଲା ଭ୍ରାମ୍ୟମାଣ ଡିଜିଟାଲ୍ ଶିକ୍ଷା : ଇଣ୍ଡସ୍ ଟାୱାର୍ସ ପକ୍ଷରୁ ନୂଆପଡ଼ାରେ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଭ୍ୟାନ୍’ନିଟ ଫାଉଣ୍ଡେସନ୍ ସହ ସହଯୋଗିତାରେ ଡିଜିଟାଲ୍ ସାକ୍ଷରତା ସହ ଗୋଷ୍ଠୀ ସଶକ୍ତୀକରଣ ନୂଆପଡ଼ା, (କେପିଏନ୍‌ଏସ୍‌) : ଗ୍ରାମୀଣ ଭାରତରେ ଡିଜିଟାଲ୍ ବିଭେଦ ଦୂର…
Read More...