Browsing Tag

nuapada news

ଦେଖିବାକୁ ଯାଇଥିଲେ କୁକୁଡା ଫାର୍ମ : କାନ୍ଥ ତଳେ ଚାପି ହୋଇ ଶାଶୂ-ବୋହୂ ମୃତ

ନୂଆପଡା : କୁକୁଡା ଫାର୍ମ ଦେଖିବାକୁ ଯାଇଥିଲେ ଶାଶୁ ବୋହୂ । ସାଙ୍ଗରେ ଥିଲା ୮ ବର୍ଷର କୁନି ଝିଅ । କେହି ଜାଣିନଥିଲେ ଏତେ ବଡ ଅଘଟଣ ଘଟିଯିବ । ଆଉ ଘରକୁ ଫେରିପାରିବେନି । ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ପଡିବାରୁ ଚାପି ହୋଇ ଚାଲିଯାଇଛି ୨ ଜୀବନ । ଅଳ୍ପକେ ବର୍ତ୍ତିଗଲା ୮ ବର୍ଷର ଝିଅର ଜୀବନ…
Read More...

ନୂଆପଡାରେ ଜିଲ୍ଲା ରାଜସ୍ୱ ଅଧିକାରୀ ବୈଠକ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜ ସ୍ୱଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ, ଅତିରିକ୍ତ…
Read More...

ନୂଆପଡ଼ା ଜିଲ୍ଲାର ସମସ୍ତ ଓଏଏସ୍‌ ଓ ଓଆର୍‌ଏସ୍‌ ଅଧିକାରୀ ପ୍ରତିବାଦ ସ୍ଵରୂପ ସାମୁହିକ ଛୁଟିରେ ରହିଲେ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସମସ୍ତ ଓଏଏସ୍‌ ଏବଂ ଓଆରଏସ୍‌ ଅଧିକାରୀ ସାମୁହିକ ଛୁଟିରେ ଯିବା ପାଇଁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କୁ ଆବେଦନ କରିଛନ୍ତି ।…
Read More...

୧୫୩ ପ୍ରତିଶତ ଧାନ କ୍ରୟ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ନୂଆପଡ଼ା ଜିଲ୍ଲା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ଚଳିତ ୨୦୨୪-୨୫ ରବି ଋତୁରେ ୪୬ ଗୋଟି ସୋସାଇଟୀ ମାଧ୍ୟମରେ ୧୨୮୫୬ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୨୭୧୮ ଚାଷୀଙ୍କଠାରୁ ୭.୪୦ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ଏବଂ ଚାଷୀଙ୍କୁ ମୂଲ୍ୟ ବାବଦରେ…
Read More...

ରେକର୍ଡ କଲା ନୂଆପଡ଼ା ଜିଲ୍ଲା : ଗୋଟିଏ ଦିନରେ ୧ଲକ୍ଷ ଚାରା ରୋପଣ

ନୂଆପଡାରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ସହ ସାମୂହିକ ବୃକ୍ଷରୋପଣ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପାଇଁ ପଥ ପ୍ରସ୍ତୁତି ନୂଆପଡା, (କେପିଏନ୍‌ଏସ୍‌) : ସାମୁହିକ ଉଦ୍ୟମରେ ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଏକ ଅସାଧାରଣ ଉଦାହରଣ ସ୍ଥାପନ କରି, ନୂଆପଡା ଜିଲ୍ଲାରେ ଆଜି…
Read More...

ସିନାପାଲି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର…
Read More...

ନୂଆପଡ଼ାରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ନୂଆପଡ଼ା, (ସୋନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଦଭାବନା ସଭାଗୃହଠାରେ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଭାରପ୍ରାପ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ…
Read More...

୨ ବାଇକ ମଧ୍ୟରେ ଧକ୍କା : ନାବାଳିକା ସମତେ ୫ ମୃତ

ନୂଆପଡା : ରଥଯାତ୍ରା ଦେଖି ଫେରୁଥିବା ବେଳେ ୨ ବାଇକ ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି । ୩୫୩ ନଂ ଜାତୀୟ ରାଜପଥ ପଲସିପାଣିଠାରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ପଲସିପାଣି ଗୁଟୁପଡା ଗ୍ରାମର ବୋଲି ଜଣାପଡିଛି । ରଥଯାତ୍ରା…
Read More...

ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ୩୭ କେଜି ଗଞ୍ଜେଇ ଜବତ : ୩ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଅର୍ନ୍ତଗତ ଜଡ଼ାମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ କୋମନା ପୁଲିସ ଦ୍ଵାରା ୩୭ କେଜି ଗଞ୍ଜେଇ ଜବତ ହୋଇଛି । ବିଶେଷ ସୂତ୍ରରୁ ସୂଚନା ପାଇ ଜଡ଼ାମୁଣ୍ଡା ବସ୍ ଷ୍ଟାଣ୍ଡରେ କୋମନା ପୁଲିସ ଚଢ଼ାଉ କରିଥିଲା । ସେଠାରୁ ୩୭ କେଜି…
Read More...

ଜିପିଏଲ୍ ଟ୍ରଫି ପ୍ରତିଯୋଗୀତା ୨୦୨୫ ପଞ୍ଚମ ସଂସ୍କରଣ ଚାମ୍ପିଆନ୍ କିଙ୍ଗ୍ ବିଜୟ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲିଠାରେ ଗାଁର ତିନି ଗୋଟି ଦଳ ରୋୟଲ୍ ଷ୍ଟ୍ରାଇକର୍, ଚାମ୍ପିଆନ କିଙ୍ଗ୍, ଟ୍ରଫି ଫାଇଟର୍ କୁ ନେଇ ଜିପିଏଲ ଟ୍ରଫି -୨୦୨୫ ଆୟୋଜିତ ହେଇଥିଲା । ଫାଇନାଲ ମେଚ୍ ଚାମ୍ପିଅନ କିଙ୍ଗ‌ ଓ ଟ୍ରଫି ଫାଇଟର୍ ମଧ୍ୟରେ ଅନୁଷ୍ଠିତ…
Read More...