Browsing Tag

news of world

ତାଲିବାନ ଓ ଆଫ୍‌ଗାନିସ୍ତାନ ସେନା ମଧ୍ୟରେ ସଂଘର୍ଷ : କୁନି ପୁଅ କହୁଛି, ଡାଡ଼ି.. ଡାଡ଼ି… ଆମେ ମରିଯିବା କି ?

କାବୁଲ : ୨୫ ବର୍ଷୀୟ ଗୁଲ ମହମ୍ମଦ ମନେ ପକେଇ କହିଛନ୍ତି, କେମିତି ଭାବରେ ସେ ପୁଣି ଥରେ ଆରମ୍ଭ ହୋଇଥିବା ସଂଘର୍ଷରେ ବୋମା ବର୍ଷଣରୁ ନିଜକୁ ଓ ନିଜର ପରିବାରର ୨୫ ଜଣ ସଦସ୍ୟଙ୍କୁ ବଂଚାଇବାରେ ସକ୍ଷମ ହୋଇ ପାରିଛନ୍ତି । ଏବେ ତାଙ୍କ କୁନି ପୁଅ କହୁଛି, ଡାଡ଼ି… ଡାଡ଼ି… ଆମେ ମରିଯିବା କି ? ଛାତି
Read More...

ଇଟାଲିରେ ପୁଣି କାୟା ବସ୍ତାର କରୁଛି କରୋନା, ସାଧାରଣରେ ଆତଙ୍କ

ମିଲାନ : ଇଟାଲିରେ ପୁଣି କାୟା ବିସ୍ତାର କରୁଛି କରୋନା । ଜନସାଧାରଣ ଆତଙ୍କିତ ହୋଇ ଉଠିଥିବା ବେଳେ ଗତକାଲି ୧୧ ହଜାର୭୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୯ ଜଣଙ୍କ କରୋନା ସଂକ୍ରମଣରେ ଜୀବନ ହାନୀ ହୋଇଥିବା ମଧ୍ୟ ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ସରକାର ପୁଣି ଲକ୍‌ ଡାଉନ୍‌
Read More...

ଭାରତ ସୀମା ପାଖରେ ଚୀନ୍‌ର ମିସାଇଲ୍‌ ମାଡ଼ : ଥରିଲା ପାହାଡ଼

ପେଇଚିଂ : ଚୀନ୍‌ ସହ ପୂର୍ବ ଲଦ୍ଦାଖ ଅଂଚଳର ସୀମା ବିବାଦକୁ ନେଇ ଅନେକ ଥର କଥାବାର୍ତ୍ତା ପରେ ବି ଉତ୍ତେଜନା କମିବାର ନାଁ ନେଉନି । ଚୀନ୍‌ ସେନା ମାନସିକ ଚାପ ସୃଷ୍ଟି କରିବା ଚକ୍କର୍‌ରେ ଭାରତ ସୀମାକୁ ଲାଗି ଯୁଦ୍ଧାଭ୍ୟାସ ଜାରି ରଖି ମିସାଇଲ୍‌ ମାଡ଼ କରିଥିବା ବେଳେ ଥରି ଉଠିଛି ପାହାଡ଼ ।
Read More...

ବିଶ୍ୱର ସବୁଠୁ ଅଧିକ ଘାତକ ମିସାଇଲ୍‌ ତିଆରି କଲା ଚୀନ୍‌ : ଆଖି ପିଛୁଳାକେ ରଚିବ ଧ୍ୱଂସର ତାଣ୍ଡବ

ବେଜିଂ : ସୁପର୍‌ପାୱାର୍‌ ଦୌଡ଼ରେ ଆମେରିକାକୁ ପଛରେ ପକାଇବା ପାଇଁ ସବୁବେଳେ ପ୍ରସ୍ତୁତି ଜାରି ରଖିଛି ଚୀନ୍‌ । ଚୀନ୍‌ର ଏୟାର୍‌କ୍ରାଫ୍ଟ କେରିଅର୍‌ରେ ମୁତୟନ ବିମାନ ଏଚ୍‌-୬ଏନ୍‌ ସବୁଠୁ ଅଧିକ ଘାତକ ମିସାଇଲ୍‌ ବାହକ ବୋଲି ରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଚ୍‌-୬ଏନ୍‌ ଫାଇଟର୍‌
Read More...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି : ଇମ୍‌ରାନ୍‌ ଖାନ୍‌

ଇସ୍‌ଲାମାବାଦ୍‌ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫ୍‌ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ ବୋବାଲ୍‌ କରିଛନ୍ତି । ସୂଚନା ଅନୁସାରେ ନୱାଜ୍‌ ସରିଫ୍‌ ଦେଶର ସେନାଧ୍ୟକ୍ଷ ଜେନେରାଲ କମର ଜାୱେଦ
Read More...

କୋଭିଡ-୧୯ ଚିକିତ୍ସାରେ ପ୍ରଭାବୀ ନୁହେଁ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌ ଏବଂ ରେମ୍‌ଡେ଼ସିବିର୍‌ : ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରେମ୍‌ଡେ଼ସିବିର୍‌ ଓ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌(ଏଚ୍‌ସିକ୍ୟୁ) ସହ ଚାରୋଟି ଔଷଧକୁ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଖୁବ୍‌ କମ୍‌ ପ୍ରଭାବୀ ବୋଲି କୁହାଯାଇଛି । ଏ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିସ୍ତୃତ
Read More...

ଇରାନୀ ଜେନେରାଲ୍‌ଙ୍କ ଆମେରିକାକୁ ଧମକ୍‌ : କସିମ୍‌ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ଖୁବ୍‌ ଶୀଘ୍ର ନିଆଯିବ

ତେହେରାନ୍‌ : ଅଜର୍‌ବଇଜାନ୍‌ ଓ ଅର୍ମିନିଆ ମଧ୍ୟରେ ଘନଘୋର୍‌ ଯୁଦ୍ଧ ଚାଲିଛି । ମୃତାହତ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନି । ବଢ଼ି ବଢ଼ି ଚାଲିଛି । ଏବେ ଇରାନ୍‌ର ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନାରୀ ଗାଡର଼୍ କାର୍ପ୍ସ କୁଏତ୍‌
Read More...

୩ ବର୍ଷର ଝିଅ ବାପାଙ୍କ ମୁଣ୍ଡରେ ଚଳେଇଦେଲା ଗୁଳି

ଟେନେସି : ଆମେରିକାର ଟେନେସିରେ ୩ ବର୍ଷର ଝିଅ କାର୍‌ ଭିତରେ ନିଜର ବାପାଙ୍କୁ ଗୁଳି କରିଥିବା ଅଭିଯୋଗ ଅଣାଯାଇଛି । ପୋଲିସ ଏହି ମାମଲାରେ କାର୍‌ରେ ଝିଅ ସହ ବସିଥିବା ମୃତକଙ୍କ ବନ୍ଧୁଙ୍କ ଉପରେ ଅଭିଯୋଗ ଲଗାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ଜାଣିଶୁଣି ଦୋସ୍ତଙ୍କ ହତ୍ୟା
Read More...

୧୯ ଦିନରେ ପହଂଚିଲା ସଂଘର୍ଷ : ଅଜରବେଇଜାନ୍‌ ରାଷ୍ଟ୍ରପତିଙ୍କ ଆର୍ମିନିଆକୁ ଖୋଲାଖୋଲି ଚେତାବନୀ

ବାକୁ : ନାଙ୍ଗୋନୋ-କାରାବାଖ୍‌ ଅଂଚଳ ପାଇଁ ଅଜର୍‌ବେଇଜାନ୍‌ ଏବଂ ଆର୍ମିନିଆ ମଧ୍ୟରେ ଗତ ୧୯ ଦିନ ହେଲା ଯୁଦ୍ଧ ଚାଲିଛି । ଦିନକୁ ଦିନ ଆହୁରି ଭୟଙ୍କର ରୂପ ଧାରଣ କରୁଛି ଯୁଦ୍ଧ । ଆଜି କିଛି ସମୟ ପୂର୍ବରୁ ଅଜର୍‌ବେଇଜାନ୍‌ ରାଷ୍ଟ୍ରପତି ଇଲ୍‌ହାମ୍‌ ଆଲିୟେବ୍‌ ଟ୍ୱିଟ୍‌ କରି ଖେଲାଖୋଲି ଭାବେ
Read More...

ବିସିଜି ଟୀକା କ’ଣ ବଂଚାଇ ପାରିବ କରୋନା ଭାଇରସ୍‌ରୁ ?

ଲଣ୍ଡନ : ବ୍ରିଟେନ୍‌ର ବୈଜ୍ଞାନିକମାନେ ଏକ ପରୀକ୍ଷଣ ଆରମ୍ଭ କରିଛନ୍ତି, ଯେଉଁଥିରେ ଦେଖାଯାଉଛି ଯେ ବିସିଜି ଭେକ୍‌ସିନ୍‌ ଦ୍ୱାରା କରୋନା ସଂକ୍ରମିତଙ୍କ ଜୀବନ ବଂଚା ଯାଇ ପାରିବ । ‘ୟୁନିଭର୍‌ସିଟି ଅଫ୍‌ ଏକ୍‌ସେଟର’ରେ ଚାଲିଥିବା ଭେକ୍‌ସିନ୍‌ ଟ୍ରାଏଲ୍‌ରେ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିବାର
Read More...