Browsing Tag

news of world

ପାକିସ୍ତାନର ମଦ୍ରାସାରେ ବୋମା ବିସ୍ଫୋରଣ : ୭ ମୃତ, ୭୦ ଆହତ

ପେଶୱାର : ପାକିସ୍ତାନର ଏକ ମଦ୍ରାସାରେ ବୋମା ବିସ୍ଫୋରଣ ଘଟିଛି । ସେଥିରେ ଅତି କମରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି । ଏହି ଆକ୍ରମଣ ପାକିସ୍ତାନର ଖଇବର-ପଖ୍‌ତୁନ୍‌ଖ୍ୱାହ ପ୍ରଦେଶର ପେଶୱାର ସହରରେ ଘଟିଛି।ଡାକ୍ତରଖାନା ଅଧିକାରୀଙ୍କ ଅନୁଯାୟୀ,
Read More...

ଡ୍ରାଗନର ଧମକକୁ ନେଇ ଆମେରିକା ତାଇୱାନକୁ ମାରାତ୍ମକ ହରପନ୍ କ୍ଷେପଣାସ୍ତ୍ର ଦେବ

ୱାଶିଂଟନ୍ : ଚୀନ୍‌ର ବିପଦକୁ ଖାତିର ନକରି ଆମେରିକା ଟ୍ରମ୍ପ ପ୍ରଶାସନ ତାଇୱାନକୁ ୨.୩୭ ବିଲିୟନ ଡଲାରର ମାରାତ୍ମକ ହରପନ୍ କ୍ଷେପଣାସ୍ତ୍ର ଚୁକ୍ତି ଅନୁମୋଦନ କରିଛି । ଆମେରିକାର ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀଙ୍କ ବିରୋଧରେ ଚୀନ୍‌ର ପ୍ରତିବନ୍ଧକ ଘୋଷଣା କରିବା ପରେ ଟ୍ରମ୍ପ ପ୍ରଶାସନ ଏହି
Read More...

ଏସ୍‌-୪୦୦ ପରୀକ୍ଷଣ ଉପରେ ତୁର୍କି ରାଷ୍ଟ୍ରପତି ଆମେରିକାକୁ ଦେଲେ ଖୋଲମ୍‌ଖୋଲା ଧମକ୍‌ : ‘ଜାଣି ପାରୁନ, କାହା ସହ…

ଅଙ୍କାରା : ରୁଷ୍‌ର ଏସ୍‌-୪୦୦ ମିସାଇଲ୍‌ ଡ଼ିଫେନ୍ସ ସିଷ୍ଟମ୍‌ ଉପରେ ନାଟୋର ଦୁଇ ସଦସ୍ୟ ଦେଶ ଆମେରିକା ଓ ତୁର୍କି ମଧ୍ୟରେ କଥାବର୍ତ୍ତାରେ ଯୁଦ୍ଧ ଲାଗି ରହିଛି । ତୁର୍କିର ରାଷ୍ଟ୍ରପତି ରେସେପ ତେଇୟପ୍‌ ଏଦୋର୍‌ଗାନ୍‌ ସୁପର୍‌ ପାୱାର୍‌ ଆମେରିକାକୁ ଖୋଲମ୍‌ ଖୋଲା ଧମକ୍‌ ଦେଇଛନ୍ତି ।
Read More...

ପାକିସ୍ତାନରେ ଖୋଲାଖୋଲି ଉଠିଲା ସ୍ୱାଧୀନ ବେଲୁଚିସ୍ତାନର ଦାବୀ

କ୍ୱେଟା : ପାକିସ୍ତାନରେ ଇମ୍‌ରାନ୍‌ ଖାନ୍‌ ସରକାରକୁ ଚେର ସହ ଉପାଡ଼ି ଫିଙ୍ଗି ଦେବାକୁ ବିରୋଧୀ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ ପକ୍ଷରୁ ଆୟୋଜିତ ତୃତୀୟ ର‍୍ୟାଲିରେ ସ୍ୱାଧୀନ ବେଲୁଚିସ୍ତାନ ଦେଶ ଗଢ଼ିବା ଦାବୀ ପାକିସ୍ତାନରେ ବିବାଦ ସୃଷ୍ଟି କରିଛି । ପିଡିଏମ୍‌ର ଏହି ଜୋର୍‌ଦାର୍‌
Read More...

ଆମେରିକା ଜଙ୍ଗଲରେ ପ୍ରଚଣ୍ଡ ଅଗ୍ନିକାଣ୍ଡ : ଧୂଆଁ ଉଠୁଛି ୪୦ ହଜାର ଫୁଟ୍‌ ଉପରକୁ

ଓ୍ବାଶିଂଟନ : ଆମେରିକାର କୋଲୋରାଡୋ ଜଙ୍ଗଲ ଏବେ ହୁ ହୁ ହୋଇ ଜଳୁଛି । ଇତିହାସର ଏହା ପ୍ରଥମ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଇଛି । ଏହି ପ୍ରଚଣ୍ଡ ଅଗ୍ନିକାଣ୍ଡରେ ପ୍ରାୟ ୪୦ ହଜାର ଫୁଟ୍‌ ଉପରକୁ ଧୂଆଁ ଉଠୁଥିବା କୁହାଯାଇଛି । ପ୍ରତି ଘଣ୍ଟାରେ ଜଳୁଛି ୬ ଏକର ଜଙ୍ଗଲ । ମାତ୍ର କେବଳ ୫ ପ୍ରତିଶତ
Read More...

ଲଦ୍ଦାଖ ପାଖରେ ଚୀନ୍‌ ସେନାର ସମରାଭ୍ୟାସର ଅସଲ୍‌ କଥା ଜଣାପଡ଼ିଲା : କେବଳ ଫଟୋ ଉଠାଉଛନ୍ତି ଚୀନ୍‌ ସୈନିକ

ପେଇଚିଂ : ଲଦ୍ଦାଖରେ ଭାରତୀୟ ସୀମା ନିକଟରେ ସମରାଭ୍ୟାସର ଫଟୋ ଏବଂ ଭିଡ଼ିଓ ସେଆର୍‌ କରି ମାନସିକ ଚାପ ସୃଷ୍ଟି କରିବାର ପ୍ରଚେଷ୍ଟା ରଖିଥିବା ଚୀନ୍‌ର କୁପ୍ରଚାରର ଅସଲ୍‌ କଥା ଜଣା ପଡ଼ିଯାଇଛି । ଚୀନ୍‌ର ସରକାରୀ ଟିଭି ଚେନାଲ୍‌ ସିଟିଟିଭି ତିବ୍‌ବତ୍‌ ଅଂଚଳରେ ୪୭୦୦ ମିଟର ଉଚ୍ଚରେ ଚୀନ୍‌
Read More...

ଆର୍ମେନିଆ-ଅଜର୍‌ବେଇଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୫ ହଜାର ଲୋକଙ୍କ ପ୍ରାଣ ଗଲାଣି : ବ୍ଲାଦିମିର୍‌ ପୁତିନ୍‌

ମସ୍କୋ : ରୁଷ୍‌ର ରାଷ୍ଟ୍ରପତି ବ୍ଲାଦିମିର୍‌ ପୁତିନ୍‌ କହିଛନ୍ତି ଯେ, ଆର୍ମେନିଆ-ଅଜର୍‌ବେଇଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନାଗୋର୍ନୋ-କାରାବାଖ ଅଂଚଳରେ ପାଖାପାଖି ୫ ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଗତକାଲି ଶ୍ରୀ ପୁତିନ୍‌ ଏକ ବୈଠକରେ କହିଛନ୍ତି ଦୁଇ ପକ୍ଷରୁ ଦୁଇ ହଜାରରୁ
Read More...

ବ୍ରାଜିଲ୍‌ : କରୋନା ଭେକ୍‌ସିନ୍‌ ଟ୍ରାଏଲ୍‌ରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ, ତଥାପି ଜାରି ରହିବ ଟ୍ରାଏଲ୍‌

ବ୍ରାଜିଲ : ବ୍ରାଜିଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି କୁହାଯାଇଛି ଯେ, କୋଭିଡ-୧୯ ଭେକ୍‌ସିନ୍‌ର କ୍ଲିନିକାଲ ଟ୍ରାଏଲ୍‌ ସମୟରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି, ତଥାପି ଜାରି ରହିବ ଟ୍ରାଏଲ୍‌ । ସୂଚନାଯୋଗ୍ୟ ଯେ, ବ୍ରାଜିଲ୍‌ରେ ଅକ୍ସଫୋଡ଼୍‌ର୍ ଦ୍ୱାରା ପ୍ରସ୍ତୁତ କରୋନା
Read More...

ବିଶ୍ୱରୁ କେବେ ବି ନିଶ୍ଚିହ୍ନ ହେବନାହିଁ କରୋନା ଭାଇରସ୍‌ : ବ୍ରିଟିଶ ସରକାରଙ୍କ ଏକ୍ସପର୍ଟଙ୍କ ଦାବୀରେ ବଢ଼ିଲା ଚିନ୍ତା

ଲଣ୍ଡନ : କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ବ୍ରିଟେନ୍‌ର ଉଚ୍ଚ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦାବୀରେ ଲୋକଙ୍କ ତିନ୍ତା ବଢ଼ି ଯାଇଛି । ମହାମାରୀ କରୋନାକୁ ନେଇ ଗଠିତ ବ୍ରିଟିଶ ସରକାରଙ୍କ ପରାମର୍ଶଦାତା ସମିତିର ଜଣେ ଶୀର୍ଷ ବୈଜ୍ଞାନିକ କହିଛନ୍ତି ଯେ, କରୋନା ଭାଇରସ୍‌କୁ କେବେ ବି ନିଶ୍ଚିହ୍ନ
Read More...

ପାକିସ୍ତାନର କରାଚୀ ସହରରେ ଭୀଷଣ ବିସ୍ଫୋରଣ : ୩ ମୃତ, ୧୫ ଆହତ

କରାଚୀ : ପାକିସ୍ତାନର କରାଚୀ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ପାକିସ୍ତାନର ଆର୍ଥିକ ରାଜଧାନୀ କୁହାଯାଉଥିବା କରାଚୀ ସରରେ ହୋଇଛି ଭୀଷଣ ବିସ୍ଫୋରଣ । ଏହି ବିସ୍ଫୋରଣରେ ଏକ ବିଲ୍‌ଡ଼ିଂର
Read More...