Browsing Tag

news of india

ଗତ ୨୪ ଘଣ୍ଟାରେ ୧,୩୦୦ରୁ ଅଧିକ ଭାରତୀୟଙ୍କୁ ୟୁକ୍ରେନରୁ ଅଣାଯାଇଥିବା ନେଇ ଟୁଇଟ୍‌ ଯୋଗେ ସୂଚନା ଦେଲେ ବୈଦେଶିକ…

ନୂଆଦିଲ୍ଲୀ : ଋଷର ଆକ୍ରମଣ ପରେ ୟୁକ୍ରେନର ସ୍ଥତି ଲଗାତର ଭୟାନକ ହେବାରେ ଲାଗିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସଗରକାର ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଭାରତ ଗତ ୨୪ ଘଣ୍ଟାରେ ୟୁକ୍ରେନରୁ ୧,୩୭୭ ଭାରତୀୟ ନାଗରିକଙ୍କୁ ଦେଶକୁ…
Read More...

ଦେଶର କିଛି ସ୍ଥାନରେ ବର୍ଷା ସମ୍ଭାବନା : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଶୀତର ବିଦାୟ ଓ ଗ୍ରୀଷ୍ମର ଆଗମନ ମଝିରେ ଦେଶର କିଛି ସ୍ଥାନରେ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଅନୁସାରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଉପରେ ଏକ ଟ୍ରପଲାଇ ପଡ଼ିଛି । ଏହା ଦ୍ୱାରା ରାଜସ୍ଥାନ ଓ ଉତ୍ତର ଭାରତର କିଛି ସ୍ଥାନରେ ଆଜି ହାଲୁକା…
Read More...

ୟୁକ୍ରେନ୍‌ରେ ଫସି ରହିଥିବା ପଡୋଶୀ ଦେଶଗୁଡ଼ିକର ଲୋକଙ୍କୁ ସହାୟତା କରିବ ଭାରତ, ଆଜି ପ୍ରଥମ ପର୍ଯ୍ୟାୟରେ ପଠାଯିବ…

ନୂୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସନ୍ଧ୍ୟାରେ ୟୁକ୍ରେନ୍‌ ସ୍ଥିତିକୁ ନେଇ ତୃତୀୟ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି ଯେ, ବିଭିନ୍ନ ଦେଶକୁ ଭାରତ ସରକାରଙ୍କ ବିଶେଷ ଦୂତ ଭାବେ ୪ ଜଣ ବରିଷ୍ଠ ମନ୍ତ୍ରୀ ଯିବେ । ଏଥିସହ ଦୁନିଆଁକୁ ଗୋଟିଏ ପରିବାର ବୋଲି ଚିନ୍ତା କରାଯାଉଥିବା…
Read More...

ରୁଷ ସୈନିକଙ୍କୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଚେତାବନୀ, ଜୀବନ ବଂଚାଇ ଫେରିଯାଅ

ନୂଆଦିଲ୍ଲୀ : ୫ ଦିନ ହେଲାଣି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଅନେକ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ଆଜି ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି । ବେଲାରୁଷ ସୀମାରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରୁଥିବା ବେଳେ ଏବେ ୟୁକ୍ରେନୀୟ…
Read More...

ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଆଜି ସକାଳେ ଭୂମିକମ୍ପର ଜୋର୍‌ ଝଟ୍‌କା ଅନୁଭବ ହୋଇଥିବା ସୂଚନା ମିଳିଛି । ଆମେରିକା ଜିୟୋଲଜିକାଲ ସର୍ଭେ ଅନୁସାରେ ସେଠାରେ ରିକ୍ଟର ସ୍କେଲର ତୀବ୍ରତା ୬.୨ ମପାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବାଜି ୯ ମିନିଟ ସମୟରେ ଭୂମିକମ୍ପର ଅନୁଭବ…
Read More...

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଦୁଇ ଆତଙ୍କବାଦୀ ମୃତ

ଜମ୍ମୁ : ଜମ୍ମୁ-କାଶ୍ମୀରର ଶୋପିୟାଁରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶୋପିୟାଁ ଜିଲ୍ଲାର ଅମଶୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା । ଖବର ପାଇବା ମାତ୍ରେ…
Read More...

ଯୁଦ୍ଧ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବେ ରୁଷ୍‌ ରାଷ୍ଟ୍ରପତି ପୁତିନଙ୍କ ସହ

ନୂଆଦିଲ୍ଲୀ : ଯୁଦ୍ଧ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବେ ରୁଷ୍‌ ରାଷ୍ଟ୍ରପତି ପୁତିନଙ୍କ ସହ ବୋଲି ସୂଚନା ମିଳିଛି । ୟୁକ୍ରେନ୍‌ ତରଫରୁ ରୁଷ୍‌ ରାଷ୍ଟ୍ରପତି ପୁତିନ୍‌ଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ…
Read More...

ୟୁକ୍ରେନ୍‌ରେ ହାହାକାର : ଯୁଦ୍ଧ ଜାରି

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ହାହାକାର, ଯୁଦ୍ଧ ଜାରି । ୟୁକ୍ରେନ୍‌ର ମିତ୍ର ଦେଶମାନଙ୍କର ସମସ୍ତ ପ୍ରକାର ଅନୁରୋଧ ତଥା ଚେତାବନୀକୁ ବେଖାତିର କରିଛି ରୁଷ୍‌ । ରୁଷ୍‌ର ଆକ୍ରମଣକୁ ଜବର୍‌ଦସ୍ତ ସାମ୍ନା କରୁଛି ୟୁକ୍ରେନ୍‌ । ରୁଷ୍‌ର ରକେଟ୍‌ ମାଡ଼ରେ ୟୁକ୍ରେନ୍‌ର ୪୦ ସୈନିକ ଓ ୧୦ ଜଣ ନାଗରିକଙ୍କ…
Read More...

ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଲା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି । ରୁଷ ଘନଘୋର ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍‌ରେ ବିନାଶ ଲୀଳା ଆରମ୍ଭ ହୋଇଯାଇଛି । ୧୮ ହଜାରରୁ ଅଧିକ ଭାରତୀୟମାନଙ୍କୁ ୟୁକ୍ରେନ୍‌ ଛାଡ଼ି ଚାଲି ଆସିବାକୁ ମଧ୍ୟ ଭାରତ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇ ସାରିଛି…
Read More...

ୟୁକ୍ରେନ୍‌ ସଙ୍କଟକୁ ନେଇ ନାଟୋ ପକ୍ଷରୁ ପ୍ରେସ କନ୍‌ଫରେନ୍ସ

ନୂଆଦିଲ୍ଲୀ : ୟୁକ୍ରେନ ସଙ୍କଟକୁ ନେଇ ନାଟୋ ପକ୍ଷରୁ ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରାଯାଇଥିବା ସୂଚନା ମିଳିଛି । ତୁରନ୍ତ ସାମରିକ କାର୍ଯ୍ୟକଳାପ ରୋକିବା ପାଇଁ ନାଟୋ ପକ୍ଷରୁ ରୁଷ୍‌କୁ କୁହାଯାଇଥିବା ବେଳେ ରୁଷ୍‌ର ଯୁଦ୍ଧଖୋର ମାନସିକତାକୁ ନିନ୍ଦା କରାଯାଇଛି । ରୁଷ୍‌ର ଦୁର୍ଗୁଣ ସାରା…
Read More...