Browsing Tag

news of india

ସରକାରୀ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ

ଶ୍ରୀନଗର : ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଗତକାଲି ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଡାକ୍ତରଖାନାରେ ଫସି ରହିଥିବା ଶତାଧିକ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ କେଉଁ…
Read More...

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି, ୯୨ ପ୍ରାର୍ଥୀଙ୍କ ଭବିଷ୍ୟତ ସ୍ଥିର ହେବ

ନୂଆଦିଲ୍ଲୀ : ମଣିପୁରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ଭୋଟ୍ ଗ୍ରହଣ କରାଯିବ । ୬ଟି ଜିଲ୍ଲାର ୨୨ ଟି ବିଧାନସଭା ଆସନରେ ୯୨ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ସ୍ଥିର କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ ଅଗ୍ରୱାଲ କହିଛନ୍ତି ଯେ, କୋଭିଡ -୧୯ର ସୁରକ୍ଷା…
Read More...

ରୁଷ-ୟୁକ୍ରେନ ମହାବିନାଶକାରୀ ଯୁଦ୍ଧର ଦଶମ ଦିନ : ରୁଷ ସେନା କିଭ୍‌ ଠାରୁ ମାତ୍ର ୧୩ କିଲୋମିଟର ଦୂରରେ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଜି ହେଉଛି ଦଶମ ଦିନ । ପ୍ରବଳ ସଂଘର୍ଷ ଜାରି ରହିଛି । ରୁଷର ଗଣମାଧ୍ୟମ ଅନୁଯାୟୀ, ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ ଠାରୁ ୧୩ କିଲୋମିଟର ଦୂରରେ । ଅନ୍ୟପକ୍ଷରେ, ୟୁକ୍ରେନ ସୈନିକମାନେ ଆକ୍ରମକ ହୋଇ ରୁଷ ସୈନିକମାନଙ୍କୁ କିଭ୍‌ର ନିକଟତର…
Read More...

୨୫ ବର୍ଷ ଧରି ଆମେ ସାପ ପାଳିଥିଲୁ, ଏବେ ସେହି ସାପଟି ଆମ ଉପରେ ଫଁ କରୁଛି … : ଉଦ୍ଧବ ଠାକରେଙ୍କ ବିଜେପିକୁ…

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ଷେପ କରି କହିଛନ୍ତି ଯେ, ଆମେ ୨୫ ବର୍ଷ ଧରି ସାପ ପାଳିଥିଲୁ, ବର୍ତ୍ତମାନ ସେହି ସାପଟି ଆମ ଉପରେ ଫଁ କରୁଛି । କିନ୍ତୁ ଆମେ ଜାଣୁ ଏହି ସାପକୁ କିପରି ଦଳିବାକୁ ହେବ । ସିଏମ୍ ଉଦ୍ଧବ ଠାକରେ ଆହୁରି…
Read More...

ଆଜି ଜାତୀୟ ସୁରକ୍ଷା ଦିବସ

ନୂଆଦିଲ୍ଲୀ : ପ୍ରତି ବର୍ଷ ମାର୍ଚ୍ଚ ମାସ ୪ ତାରିଖ ଦିନ ଭାରତରେ ଜାତୀୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ । ଦେଶବାସୀଙ୍କ ଭିତରେ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ସରକାରଙ୍କର ଏକ ସ୍ୱୟଂଚାଳିତ ଓ ଅଣ ଲାଭକାରୀ ଅଙ୍ଗ ଜାତୀୟ…
Read More...

ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଏହି ମିଶନ ଜାରି ରହିବ : ପୁତିନ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ କଥାବାର୍ତ୍ତା ବେଳେ…

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଅସଂଭାଳ ସ୍ଥିତିରେ ପହଞ୍ଚିଛି । ରୁଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭ୍‌କୁ ଘେରି ରହିଛନ୍ତି । ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ୟୁକ୍ରେନରୁ ରୁଷର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘର…
Read More...

ଗୋରଖପୁରରେ ସିଏମ୍ ଯୋଗୀ ନିଜର ଭୋଟ୍ ଦେଲେ : କହିଲେ, ୮୦ ପ୍ରତିଶତରୁ ଅଧିକ ଆସନରେ ବିଜେପି ଜିତିବ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରର ପ୍ରାଥମିକ ବିଦ୍ୟାଳୟ ଗୋରଖନାଥ କାନିଆ ନାଗର ଅଞ୍ଚଳରେ ଭୋଟ୍ ଦେଇଛନ୍ତି । ଯୋଗୀ ଆଦିତ୍ୟନାଥ ଭୋଟ୍ ଦେବା ପୂର୍ବରୁ ଗୋରଖପୁରର ଗୋରଖନାଥ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।…
Read More...

ରୁଷ ଭାରତ ସହ ଏକମତ ହେଲା : ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବନ୍ଦ ହେବା ଭଳି ମନେ ହେଉନାହିଁ । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ପରେ ୪ ଜଣ ମନ୍ତ୍ରୀ ୟୁକ୍ରେନର ପଡୋଶୀ ଦେଶରେ…
Read More...

ଉପରାଷ୍ଟ୍ରପତିଙ୍କ ଦ୍ୱାରା “ଜଗନ୍ନାଥାଷ୍ଟକମ୍‌” ସଂଗୀତ ଲୋକର୍ପିତ

ବିଜୟୱାଡା, (କେପିଏନ୍‌ଏସ୍‌) : ଜଗତଗୁରୁ ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ବିରଚିତ ଏବଂ ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ “ଡିଭାଇନ କ୍ୟାପ୍‌ସୁଲ” ଦ୍ୱାରା ପ୍ରସ୍ତୁତ “ଜଗନ୍ନାଥାକଷ୍ଟମ୍‌”ର ସଂଗୀତ ସିଡ଼ିକୁ ଆଜି ବିଜୟୱାଡାର ସ୍ୱର୍ଣ୍ଣଭାରତୀ ସଭାଗାରରେ ଭାରତର ମହାମହିମ…
Read More...

ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୋକସୀଙ୍କ ଦେହାନ୍ତ

ଇନ୍ଦୋର : ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୋକସୀ (୮୩)ଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳ ୮ଟାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ଜଣାପଡିଛି । ଆଜି ସନ୍ଧ୍ୟା ୫ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି ।
Read More...